୫୮ କୋଟିର ଛାତ୍ରବୃତ୍ତି ଖାଇଦେଲେ

  • Published: Thursday, 05 October 2023
  • , Updated: 05 October 2023, 04:44 PM IST

ଛାତ୍ରଛାତ୍ରୀଙ୍କ ମେଧାବୃତ୍ତିରେ ବି ଭୂତ ହିତାଧିକାରୀ। ତାଲିକାରେ ନାଁ ପିଲାଙ୍କର, ହେଲେ ଆକାଉଣ୍ଟ କଲେଜର। ୪ ବର୍ଷରେ ୫୮ କୋଟିର ହେରଫେର୍। ଡିବିଟିରେ ଛାତ୍ରବୃତ୍ତିକୁ ନେଇ ସିଏଜିଙ୍କ ଦ୍ବାରା ହୋଇଥିବା ସ୍ବତନ୍ତ୍ର ଅଡିଟ୍ କହୁଛି, ଭୂତ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି ୧୫ କୋଟି ୫୭ ଲକ୍ଷ ଟଙ୍କା। ଅଡିଟରୁ ଜଣାପଡିଛି ଭୂତ ହିତାଧିକାରୀଙ୍କ ତାଲିକା ଦେଇଥିଲେ କିଛି ନକଲି ଅନୁଷ୍ଠାନ।

Related story