ମଦ ପିଇଲେ, ରାସ୍ତା ଉପରେ ବୋତଲ ଭାଙ୍ଗିଲେ ଯୁବତୀ !

  • Published: Wednesday, 01 November 2023
  • , Updated: 01 November 2023, 01:43 PM IST

ରାଜଧାନୀର ରାଜରାସ୍ତାରେ ମାତାଲ ଯୁବତୀଙ୍କ ହାଇଡ୍ରାମା। ମଦ ପିଇଲେ, ରାସ୍ତା ଉପରେ ବୋତଲ ଭାଙ୍ଗିଲେ। ସମୟ ପ୍ରାୟ ଦିନ ସାଢେ 2ଟା ହେବ, ହଠାତ ରାସ୍ତା ମଝିକୁ ଆସିଗଲେ ଜଣେ ମାତାଲ ଯୁବତୀ । ନିଶାରେ ଗାଡି ମଟରକୁ ଅଟକାଇ ରାସ୍ତା ଉପରେ ବିୟର ପିଇଲେ । ପଟିଆ ବିଗବଜାର ଛକଠାରୁ କିଛି ଦୂରରେ ଥିବା ଏକ ବିଦେଶୀ ଠିପି ବନ୍ଦ ମଦ ଦୋକାନ ସମ୍ମୁଖରେ ଏଭଳି ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି ଜଣେ ଯୁବତୀ ।

Related story