ରମେଶ ଜେନାଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ବ୍ରହ୍ମପୁର ସଦର ପୋଲିସ୍

ବ୍ରହ୍ମପୁର: ପୂର୍ବତନ କଂଗ୍ରେସ ବିଧାୟକ ରମେଶ ଜେନାଙ୍କୁ ଆଜିଠୁ ୫ ଦିନିଆ ରିମାଣ୍ଡରେ ନେଲା ବ୍ରହ୍ମପୁର ସଦର ପୋଲିସ୍ । ନିମଖଣ୍ଡି ଜମି ହଡ଼ପ ମାମଲାରେ ଅଧିକ ଖୋଳତାଡ଼ ପାଇଁ ରମେଶଙ୍କୁ ରିମାଣ୍ଡରେ ନେଇଛି ପୋଲିସ୍। ଏହି  ଘଟଣାରେ  ପୂର୍ବରୁ ରମେଶଙ୍କ ବାପା ଅରକ୍ଷିତ ଜେନା, ପୂର୍ବତନ କର୍ପୋରେଟର ମୁରଲୀ ମୋହନଙ୍କ ସହ ଅନ୍ୟଜଣେ  ବିଲଡରଙ୍କୁ ମାମଲାରେ ଅଭିଯୁକ୍ତ ଦର୍ଶାଇ ପୋଲିସ୍ ଗିରଫ କରିସାରିଛି।

ramesh jena

Rakesh Mallick
  • Published: Saturday, 09 April 2016
  • , Updated: 09 April 2016, 07:09 AM IST

Related story