ଆଳିରେ ସିରିଜ୍‌ ଡକାୟତି

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ୩ଟି ସ୍ଥାନରୁ ଗତକାଲି ବିଳମ୍ୱିତ ରାତିରେ ଡକାୟତି ହୋଇଛି। ଆଳି ମୁଖ୍ୟ ଡାକଘର, କେନ୍ଦ୍ରାପଡ଼ା କେଡ୍ରିଟ୍‌ କୋ-ଅପରେଟିଭ୍‌ ବ୍ୟାଙ୍କ୍‌ ଓ କଟକ ସମବାୟ ବ୍ୟାଙ୍କ୍ ଆଳି ଶାଖାରୁ ଗ୍ରୀଲ୍‌ ଏବଂ ଲକର୍‌ ଭାଙ୍ଗି ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ଡାକଘରର ଲକ୍‌ର ଭାଙ୍ଗି ଡକାୟତମାନେ ୧ଲକ୍ଷ  ୬୮ ହଜାର ଟଙ୍କା ଲୁଟ୍‌ କରିଥିବା ବେଳେ  କେନ୍ଦ୍ରାପଡ଼ା କ୍ରେଡିଟ୍‌ କୋ- ଅପରେଟିଭ୍‌ ବ୍ୟାଙ୍କ ଓ କଟକ ସମବାୟ ବ୍ୟାଙ୍କ ଲକର୍‌ କାଟିବାରେ ଡକାୟତମାନେ […]

aul

Rakesh Mallick
  • Published: Thursday, 14 July 2016
  • , Updated: 14 July 2016, 01:25 PM IST

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ୩ଟି ସ୍ଥାନରୁ ଗତକାଲି ବିଳମ୍ୱିତ ରାତିରେ ଡକାୟତି ହୋଇଛି। ଆଳି ମୁଖ୍ୟ ଡାକଘର, କେନ୍ଦ୍ରାପଡ଼ା କେଡ୍ରିଟ୍‌ କୋ-ଅପରେଟିଭ୍‌ ବ୍ୟାଙ୍କ୍‌ ଓ କଟକ ସମବାୟ ବ୍ୟାଙ୍କ୍ ଆଳି ଶାଖାରୁ ଗ୍ରୀଲ୍‌ ଏବଂ ଲକର୍‌ ଭାଙ୍ଗି ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ଡାକଘରର ଲକ୍‌ର ଭାଙ୍ଗି ଡକାୟତମାନେ ୧ଲକ୍ଷ  ୬୮ ହଜାର ଟଙ୍କା ଲୁଟ୍‌ କରିଥିବା ବେଳେ  କେନ୍ଦ୍ରାପଡ଼ା କ୍ରେଡିଟ୍‌ କୋ- ଅପରେଟିଭ୍‌ ବ୍ୟାଙ୍କ ଓ କଟକ ସମବାୟ ବ୍ୟାଙ୍କ ଲକର୍‌ କାଟିବାରେ ଡକାୟତମାନେ ବିଫଳ ହୋଇଛନ୍ତି। ଏହି ତିନୋଟି ଡକାୟତି ଘଟଣାରେ  ଗୋଟିଏ ଲୁଟେରା ଗ୍ୟାଙ୍ଗର୍‌ ହାତ ଥିବା ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଛି। ଘଟଣାସ୍ଥଳରେ ଆଳି ଥାନା ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related story