ଆନନ୍ଦପୁରର ପୂର୍ବତନ ବିଧାୟକଙ୍କ ଗାଡି ଉପରକୁ ଆକ୍ରମଣ ଘଟଣା: ଜଣେ ଅଟକ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ପୂର୍ବତନ ବିଧାୟକ ଭାଗୀରଥୀ ସେଠୀଙ୍କ ଗାଡି ଉପରକୁ ଆକ୍ରମଣ ଘଟଣାରେ ପୋଲିସ୍‌ ଜଣେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। ଭାଗୀରଥୀ ପକୀରପୁରସ୍ଥିତ ନିଜ ବାସଭାବନରେ ଥିବା ସମୟରେ ଜଣେ ଯୁବକ ତାଙ୍କ ଗାଡ଼ି ଉପରକୁ ଆକ୍ରମଣ କରିବା ସହ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଥିଲା। ଏହି ଆକ୍ରମଣରେ ବିଧାୟକଙ୍କ ଗାଡ଼ିର ପଛ କାଚଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା।

anandapur

Rakesh Mallick
  • Published: Friday, 30 September 2016
  • , Updated: 30 September 2016, 10:52 AM IST

Related story