ଅନୁଗୋଳ: ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ଅନୁଗୋଳ: ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବଡ଼କେରା ଗାଁର ମଧୁସୂଦନ ନାୟକଙ୍କୁ ତାଙ୍କ ସ୍ତ୍ରୀ କୁମୁଦିନୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ନେଇ ଆଜି ମୃତ ମଧୁସୂଦନଙ୍କ ବାପା ବଙ୍କୁଣା ନାୟକ ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ କାରଣକୁ ନେଇ ପାଟିତୁଣ୍ଡ ହେଉଥିଲା। କୁମୁଦିନୀ ମଧୁସୂଦନଙ୍କୁ ବାଡାବାଡ଼ି କରୁଥିବା କୁହାଯାଉଛି। ପାରିବାରିକ କଳହକୁ ନେଇ ବୋହୂ ତାଙ୍କ ପୁଅକୁ ହତ୍ୟା କରିଥିବା ବଙ୍କୁଣା ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା […]

hotya

Rakesh Mallick
  • Published: Sunday, 19 June 2016
  • , Updated: 19 June 2016, 01:08 PM IST

ଅନୁଗୋଳ: ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ବଡ଼କେରା ଗାଁର ମଧୁସୂଦନ ନାୟକଙ୍କୁ ତାଙ୍କ ସ୍ତ୍ରୀ କୁମୁଦିନୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ନେଇ ଆଜି ମୃତ ମଧୁସୂଦନଙ୍କ ବାପା ବଙ୍କୁଣା ନାୟକ ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ କାରଣକୁ ନେଇ ପାଟିତୁଣ୍ଡ ହେଉଥିଲା। କୁମୁଦିନୀ ମଧୁସୂଦନଙ୍କୁ ବାଡାବାଡ଼ି କରୁଥିବା କୁହାଯାଉଛି। ପାରିବାରିକ କଳହକୁ ନେଇ ବୋହୂ ତାଙ୍କ ପୁଅକୁ ହତ୍ୟା କରିଥିବା ବଙ୍କୁଣା ଅଭିଯୋଗ କରିଛନ୍ତି।

ଅଭିଯୋଗ ପାଇବା ପରେ  ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related story