ଆଞ୍ଜେଲ ଆଗ୍ରିଟେକ୍ ଚିଟଫଣ୍ଡ ସଂସ୍ଥାର ୨୦ଟି ସ୍ଥାନରେ ସିବିଆଇ ଚଢାଉ

ଭୁବନେଶ୍ୱର: ଦେଶରର ବିଭିନ୍ନ ସ୍ଥାନରେ ଥିବା ଆଞ୍ଜେଲ୍ ଆଗ୍ରିଟେକ୍ ଚିଟଫଣ୍ଡ ସଂସ୍ଥାର କାର୍ଯ୍ୟାଳୟ ଉପରେ ଆଜି ସିବିଆଇ ପକ୍ଷରୁ ଚଢାଉ କରାଯାଇଛି। ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ ଏକକାଳୀନ କମ୍ପାନୀର ୨୦ଟି ସ୍ଥାନରେ ଏହି ଚଢାଉ ଚାଲିଛି। ଓଡ଼ିଶା, ଝାଡଖଣ୍ଡର ଗୋଟିଏ ଲେଖାଏଁ ସ୍ଥାନରେ ଚଢାଉ କରାଯାଉଛି। ସେହିପରି ପଶ୍ଚିମବଙ୍ଗ ୧୮ଟି ସ୍ଥାନରେ ଚଢାଉ ହେଉଛି।

Chit-Fund

Rakesh Mallick
  • Published: Monday, 14 December 2015
  • , Updated: 14 December 2015, 11:17 AM IST

Related story