ଆସିକା: ଗଛ କିଣାକୁ କେନ୍ଦ୍ର କରି ଠେଙ୍ଗାରେ ପିଟି ଯୁବକଙ୍କୁ ହତ୍ୟା

ଆସିକା:ଆସିକା ଥାନା ଅନ୍ତର୍ଗତ ଚତେୟାପଲ୍ଲୀ ଗ୍ରାମରେ ରାଧା ମୋହନ ଡାକୁଆଙ୍କୁ ଗ୍ରାମର  ୩ ଜଣ ଯୁବକ ଢ଼େଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆସିକା ଡାକ୍ତରଖାନା ପଠାଇଛି । ଏକ ଗଛ କିଣାକୁ ନେଇ ତିନିଜଣ ଯୁବକ ଓ ରାଧାମୋହନଙ୍କ ମଧ୍ୟରେ ବଚସା ହୋଇଥିଲା। ଅଭିଯୁକ୍ତମାନେ ପ୍ରତିଶୋଧ ପରାୟଣ ହୋଇ ଏପରି ଘଟଣା ଘଟାଇଥିବା କୁହାଯାଉଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ […]

asika

Rakesh Mallick
  • Published: Wednesday, 23 September 2015
  • , Updated: 23 September 2015, 10:31 AM IST

ଆସିକା:ଆସିକା ଥାନା ଅନ୍ତର୍ଗତ ଚତେୟାପଲ୍ଲୀ ଗ୍ରାମରେ ରାଧା ମୋହନ ଡାକୁଆଙ୍କୁ ଗ୍ରାମର  ୩ ଜଣ ଯୁବକ ଢ଼େଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଆସିକା ଡାକ୍ତରଖାନା ପଠାଇଛି । ଏକ ଗଛ କିଣାକୁ ନେଇ ତିନିଜଣ ଯୁବକ ଓ ରାଧାମୋହନଙ୍କ ମଧ୍ୟରେ ବଚସା ହୋଇଥିଲା। ଅଭିଯୁକ୍ତମାନେ ପ୍ରତିଶୋଧ ପରାୟଣ ହୋଇ ଏପରି ଘଟଣା ଘଟାଇଥିବା କୁହାଯାଉଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Related story