ଏଟି ଲିଙ୍କ୍: ତ୍ରିଷ୍ଣା ବିଲ୍ଡର୍ସ ମାଲିକ ସତ୍ୟବ୍ରତ ଧୀର ଗିରଫ

ଭୁବନେଶ୍ୱର: ଏଟି ଚିଟଫଣ୍ଡ ଠକେଇ ଅଭିଯୋଗରେ  ଭୁବନେଶ୍ୱରର ତ୍ରିଷ୍ଣା ବିଲ୍ଡର୍ସ ମାଲିକ ସତ୍ୟବ୍ରତ ଧୀରଙ୍କୁ ଆଇଆରସି ଭିଲେଜସ୍ଥିତ ତାଙ୍କୁ ବାସଭବନରୁ  କିମଶନରେଟ୍ ପୋଲିସ୍ ଆଜି ଗିରଫ କରିଛି। ୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ପୋଲିସ୍ ତାଙ୍କୁ ଗିରଫ କରିଛି। ଏହା ପୂର୍ବରୁ  ସତ୍ୟବ୍ରତଙ୍କ ନାଁରେ  ୧୦ କୋଟି ଟଙ୍କା ଠକେଇ ଅଭିଯୋଗ ରହିଛି। ବାଲେଶ୍ୱର ଓ ଭୁବନେଶ୍ୱରରେ ତାଙ୍କ ନାଁରେ ୭ଟି ୱାରେଣ୍ଟି ରହିଛି।

tri

Rakesh Mallick
  • Published: Saturday, 14 May 2016
  • , Updated: 14 May 2016, 08:31 AM IST

Related story