ଅର୍ଥତତ୍ତ୍ୱ ମାମଲା: ଆସନ୍ତା ୧୩ରେ ସିବିଆଇ କୋର୍ଟରେ ଚାର୍ଜଫ୍ରେମ୍‌

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲାରେ ଆସନ୍ତା ୧୩ ତାରିଖରେ ସିବିଆଇ କୋର୍ଟରେ ଚାର୍ଜଫ୍ରେମ୍‌ ହେବାର ସମ୍ଭାବନା ରହିଛି। ଏହା ପରେ ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲାରେ ଶୁଣାଣି ଆରମ୍ଭ ହେବ। ଭୁବନେଶ୍ୱର ସ୍ପେଶାଲ ସିଜେଏମ୍‌ଙ୍କ କୋର୍ଟରେ ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ଆଜି ହାଜିରା ତାରିଖ ଥିଲା। କୋର୍ଟ ଆଜି ଏହି ମାମଲାର ଶୁଣାଣି କରିବା ପରେ ସପ୍ତାହେ ମଧ୍ୟରେ ସବୁ କାଗଜପତ୍ର ଅଭିଯୁକ୍ତ ପକ୍ଷରୁ ଓକିଲଙ୍କୁ ହସ୍ତନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

chitfund

Rakesh Mallick
  • Published: Monday, 02 January 2017
  • , Updated: 02 January 2017, 08:15 PM IST

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲାରେ ଆସନ୍ତା ୧୩ ତାରିଖରେ ସିବିଆଇ କୋର୍ଟରେ ଚାର୍ଜଫ୍ରେମ୍‌ ହେବାର ସମ୍ଭାବନା ରହିଛି। ଏହା ପରେ ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ମାମଲାରେ ଶୁଣାଣି ଆରମ୍ଭ ହେବ।

ଭୁବନେଶ୍ୱର ସ୍ପେଶାଲ ସିଜେଏମ୍‌ଙ୍କ କୋର୍ଟରେ ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ଆଜି ହାଜିରା ତାରିଖ ଥିଲା। କୋର୍ଟ ଆଜି ଏହି ମାମଲାର ଶୁଣାଣି କରିବା ପରେ ସପ୍ତାହେ ମଧ୍ୟରେ ସବୁ କାଗଜପତ୍ର ଅଭିଯୁକ୍ତ ପକ୍ଷରୁ ଓକିଲଙ୍କୁ ହସ୍ତନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Related story