ଆଠଗଡ଼: ବନ୍ଧୁକ ମୁନରେ ୫୦ ହଜାର ଟଙ୍କା ଲୁଟ୍

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ଥାନା ଜେନାପଦା ରାସ୍ତାରେ ଜଣେ ଯୁବକଙ୍କଠାରୁ ୫୦,୦୦୦ ଟଙ୍କା ଲୁଟ୍ ହୋଇଥିବା ନେଇ ଆଜି ଅଭିଯୋଗ ହୋଇଛି। ଦୁଇ ଜଣ ଦୁର୍ବୁତ୍ତ ବନ୍ଧୁକ ଦେଖାଇ ତାଙ୍କ ଠାରୁ ଟଙ୍କା ଲୁଟି ନେଇଥିଲେ ବୋଲି ସେ ଆଠଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ଲୁଟର ଶିକାର ହୋଇଥିବା ଯୁବକ ଜଣଙ୍କ ଏକ ଅର୍ଥଲଗାଣକାରୀ ସଂସ୍ଥାରେ କାମ କରନ୍ତି। ସେ କଲେକ୍ସନ ଟଙ୍କା ଧରି ଫେରୁଥିବା ବେଳେ ଲୁଟ୍‌ର ଶିକାର ହୋଇଥିଲେ।

athagada

Rakesh Mallick
  • Published: Monday, 13 June 2016
  • , Updated: 13 June 2016, 12:22 PM IST

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ଥାନା ଜେନାପଦା ରାସ୍ତାରେ ଜଣେ ଯୁବକଙ୍କଠାରୁ ୫୦,୦୦୦ ଟଙ୍କା ଲୁଟ୍ ହୋଇଥିବା ନେଇ ଆଜି ଅଭିଯୋଗ ହୋଇଛି। ଦୁଇ ଜଣ ଦୁର୍ବୁତ୍ତ ବନ୍ଧୁକ ଦେଖାଇ ତାଙ୍କ ଠାରୁ ଟଙ୍କା ଲୁଟି ନେଇଥିଲେ ବୋଲି ସେ ଆଠଗଡ଼ ଥାନାରେ ଅଭିଯୋଗ କରିଛନ୍ତି।

ଲୁଟର ଶିକାର ହୋଇଥିବା ଯୁବକ ଜଣଙ୍କ ଏକ ଅର୍ଥଲଗାଣକାରୀ ସଂସ୍ଥାରେ କାମ କରନ୍ତି। ସେ କଲେକ୍ସନ ଟଙ୍କା ଧରି ଫେରୁଥିବା ବେଳେ ଲୁଟ୍‌ର ଶିକାର ହୋଇଥିଲେ।

Related story