ଆୟ ବହିର୍ଭୂତ ସମ୍ପତ୍ତି ମାମଲା: ତତ୍କକାଳୀନ କୁଚିଣ୍ଡା ଡିଫଏଓଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ
ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଙ୍ଗଲ ବିଭାଗର ପୂର୍ବତନ ଉଚ୍ଚ ପଦାଧିକାରୀ ତଥା ତତ୍କକାଳୀନ କୁଚିଣ୍ଡା ଡିଭିଜନ ଡିଫଏଓ ଲକ୍ଷ୍ମୀଧର ଭୋଇଙ୍କୁ ଆଜି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଓ ୩ଲକ୍ଷ ଟଙ୍କାର ଜରିମାନା ଆଦେଶ ଶୁଣାଇଛନ୍ତି। ୧୯୯୭ରେ ଲକ୍ଷ୍ମୀଧରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଭୋଇଙ୍କର ୮ ଲକ୍ଷ ୬ ହଜାର ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଥିବା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ପ୍ରମାଣ […]
ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଙ୍ଗଲ ବିଭାଗର ପୂର୍ବତନ ଉଚ୍ଚ ପଦାଧିକାରୀ ତଥା ତତ୍କକାଳୀନ କୁଚିଣ୍ଡା ଡିଭିଜନ ଡିଫଏଓ ଲକ୍ଷ୍ମୀଧର ଭୋଇଙ୍କୁ ଆଜି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଓ ୩ଲକ୍ଷ ଟଙ୍କାର ଜରିମାନା ଆଦେଶ ଶୁଣାଇଛନ୍ତି। ୧୯୯୭ରେ ଲକ୍ଷ୍ମୀଧରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଭୋଇଙ୍କର ୮ ଲକ୍ଷ ୬ ହଜାର ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଥିବା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ପ୍ରମାଣ ପାଇଥିଲା।