ଆୟ ବହିର୍ଭୂତ ସମ୍ପତ୍ତି ମାମଲା: ତତ୍କକାଳୀନ କୁଚିଣ୍ଡା ଡିଫଏଓଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ

ଭୁବନେଶ୍ୱର:  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ  ଜଙ୍ଗଲ ବିଭାଗର ପୂର୍ବତନ ଉଚ୍ଚ ପଦାଧିକାରୀ  ତଥା  ତତ୍କକାଳୀନ କୁଚିଣ୍ଡା ଡିଭିଜନ ଡିଫଏଓ  ଲକ୍ଷ୍ମୀଧର  ଭୋଇଙ୍କୁ ଆଜି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଓ ୩ଲକ୍ଷ ଟଙ୍କାର ଜରିମାନା ଆଦେଶ ଶୁଣାଇଛନ୍ତି। ୧୯୯୭ରେ  ଲକ୍ଷ୍ମୀଧରଙ୍କ ଘରେ   ଭିଜିଲାନ୍ସ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଭୋଇଙ୍କର ୮ ଲକ୍ଷ ୬ ହଜାର  ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି  ଥିବା  ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ପ୍ରମାଣ […]

jail

Rakesh Mallick
  • Published: Wednesday, 29 June 2016
  • , Updated: 29 June 2016, 03:34 PM IST

ଭୁବନେଶ୍ୱର:  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ  ଜଙ୍ଗଲ ବିଭାଗର ପୂର୍ବତନ ଉଚ୍ଚ ପଦାଧିକାରୀ  ତଥା  ତତ୍କକାଳୀନ କୁଚିଣ୍ଡା ଡିଭିଜନ ଡିଫଏଓ  ଲକ୍ଷ୍ମୀଧର  ଭୋଇଙ୍କୁ ଆଜି ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଓ ୩ଲକ୍ଷ ଟଙ୍କାର ଜରିମାନା ଆଦେଶ ଶୁଣାଇଛନ୍ତି। ୧୯୯୭ରେ  ଲକ୍ଷ୍ମୀଧରଙ୍କ ଘରେ   ଭିଜିଲାନ୍ସ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଭୋଇଙ୍କର ୮ ଲକ୍ଷ ୬ ହଜାର  ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି  ଥିବା  ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ପ୍ରମାଣ ପାଇଥିଲା।

Related story