ନାବାଳିକା ଆକ୍ରମଣ ଘଟଣା: ଅଭିଯୁକ୍ତଙ୍କ ନାଁରେ ହେବ ଚାର୍ଜସିଟ୍‌ ଦାଖଲ

ବ୍ରହ୍ମପୁର: ନାବାଳିକା ଗଞ୍ଜାମ ଜିଲ୍ଲା ଆର୍ଯ୍ୟପାଲିରେ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ଖୁବ୍‌ ଶୀଘ୍ର ଚାର୍ଜସିଟ୍‌ ଦାଖଲ କରିବ। ଏହି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି। ଗତ ୧୫ ତାରିଖରେ ବୈରାଗୀ ଜଣେ ନାବାଳିକାର ବେକ କାଟି ହତ୍ୟା ଉଦ୍ୟମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ୍‌ ମାମଲା ରୁଜୁ କରି ବୈରାଗୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏଥି ସହ ତାଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରାଯିବ ବୋଲି ବ୍ରହ୍ମପୁର ଏସ୍‌ପି କହିଛନ୍ତି। […]

barhampur

Rakesh Mallick
  • Published: Wednesday, 18 January 2017
  • , Updated: 18 January 2017, 08:47 PM IST

ବ୍ରହ୍ମପୁର: ନାବାଳିକା ଗଞ୍ଜାମ ଜିଲ୍ଲା ଆର୍ଯ୍ୟପାଲିରେ ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କ ବିରୋଧରେ ଖୁବ୍‌ ଶୀଘ୍ର ଚାର୍ଜସିଟ୍‌ ଦାଖଲ କରିବ। ଏହି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି।

ଗତ ୧୫ ତାରିଖରେ ବୈରାଗୀ ଜଣେ ନାବାଳିକାର ବେକ କାଟି ହତ୍ୟା ଉଦ୍ୟମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ୍‌ ମାମଲା ରୁଜୁ କରି ବୈରାଗୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏଥି ସହ ତାଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରାଯିବ ବୋଲି ବ୍ରହ୍ମପୁର ଏସ୍‌ପି କହିଛନ୍ତି।

ଅନ୍ୟପକ୍ଷରେ ଆହତ ନାବାଳିକାକୁ ପ୍ରଥମେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ନାବାଳିକାକୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା।

Related story