ବରସୁଆଁ ରେଞ୍ଜର ଅଫିସରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗିର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ବଲାଙ୍ଗିର ଜିଲ୍ଲା ବରସୁଆଁ ରେଞ୍ଜର ଅଫିସର ଗଣେଷ ମାଝିଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଗଣେଷଙ୍କ ବଲାଙ୍ଗିରର ଶାନ୍ତିପଡ଼ା ଘର, ବାଗପାଲିରେ ଶ୍ୱଶୁର ଘର,ବାରସୁଆଁ ଅଫିସ  ଓ ଭୁବନେଶ୍ୱରରେ ଭିଜିଲାନ୍ସ ଚଢ଼ାଉ କରିଛି। ଚଢ଼ାଉ ବେଳେ ବଲାଙ୍ଗିର ଘରୁ ନଗଦ ୩୧ ଲକ୍ଷ ଟଙ୍କା ଓ ସୁନା,ଗହଣା ଭିଜିଲାନ୍ସର ହସ୍ତଗତ ହୋଇଛି।

vigilance

Rakesh Mallick
  • Published: Friday, 24 June 2016
  • , Updated: 24 June 2016, 12:04 PM IST

Related story