ବଲାଙ୍ଗିର: ସଟ୍ଟା ଆଡ୍ଡା ଉପରେ ଚଢ଼ାଉ,୧୧ ଗିରଫ

ବଲାଙ୍ଗିର: ବଲାଙ୍ଗିର ସହର ଭିନ୍ନ ଭିନ୍ନ ସଟ୍ଟା ଆଡ୍ଡା ଉପରେ ଆଜି ଟାଉନ୍ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରି ୧୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ୧୮ ହଜାର ଟଙ୍କା, ମୋବାଇଲ୍ ଓ କାଗଜପତ୍ର ଜବତ କରାଯାଇଛି। କୌଣସି ସୂତ୍ରରୁ ଖବର ପାଇ ବଲାଙ୍ଗିର ଟାଉନ୍ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଡେଲି ମାକେର୍ଟ, ଲାଲିଟ୍ରିକା, ଶାନ୍ତିପଡ଼ା ଓ ଠିକାଦାର ପଡ଼ାରେ ଚାଲିଥିବା ସଟ୍ଟା ଆଡ୍ଡା ଉପରେ ଚଢ଼ାଉ କରିଥିଲା। […]

b

Rakesh Mallick
  • Published: Sunday, 10 April 2016
  • , Updated: 10 April 2016, 09:08 AM IST

ବଲାଙ୍ଗିର: ବଲାଙ୍ଗିର ସହର ଭିନ୍ନ ଭିନ୍ନ ସଟ୍ଟା ଆଡ୍ଡା ଉପରେ ଆଜି ଟାଉନ୍ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରି ୧୧ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ୧୮ ହଜାର ଟଙ୍କା, ମୋବାଇଲ୍ ଓ କାଗଜପତ୍ର ଜବତ କରାଯାଇଛି।

କୌଣସି ସୂତ୍ରରୁ ଖବର ପାଇ ବଲାଙ୍ଗିର ଟାଉନ୍ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଡେଲି ମାକେର୍ଟ, ଲାଲିଟ୍ରିକା, ଶାନ୍ତିପଡ଼ା ଓ ଠିକାଦାର ପଡ଼ାରେ ଚାଲିଥିବା ସଟ୍ଟା ଆଡ୍ଡା ଉପରେ ଚଢ଼ାଉ କରିଥିଲା।  ପ୍ରାୟ  ପାଞ୍ଚ ଘଣ୍ଟା ଧରି ପୋଲିସ୍ ଚଢ଼ାଉ କରିଥିଲା।

Related story