ବଲାଙ୍ଗିରରୁ ଗଞ୍ଜେଇ ଜବତ

ବଲାଙ୍ଗିର: ବଲାଙ୍ଗିର ସହରରୁ ପୋଲିସ ଆଜି ଦେଢ଼ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଛି। ସହର ଭିତରେ ସୁଦ୍‌ପଡ଼ା ଦେଇ ସୋନପୁରକୁ ଗଞ୍ଜେଇ ଚାଲାଣ ହେଉଥିବା ସ୍ଥାନୀୟ ଲୋକେ ଟାଉନ୍‌ ଥାନାକୁ ଖବର ଦେଇଥିଲେ। ପୋଲିସର ସ୍ୱତନ୍ତ୍ର ଟିମ୍‌ ଗାଡ଼ି ଅଟକାଇ ଯାଞ୍ଚ କରି ଗଞ୍ଜେଇ ଜବତ କରିଥିବା ବେଳେ ଚାଳକ ଓ ହେଲପର ଫେରାର ହୋଇଯାଇଥିଲେ।

ganja jabat

Rakesh Mallick
  • Published: Wednesday, 18 January 2017
  • , Updated: 18 January 2017, 09:29 PM IST

Related story