ବାଲେଶ୍ୱର: କିସ୍ତିରେ ଗାଡ଼ି ନେଇଥିବା ଗ୍ରାହକଙ୍କଠାରୁ ଗାଡ଼ି ଜବତ କରି ବଜାରରେ ବିକ୍ରି କରି ଦେଉଥିବା ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ପୋଲିସ୍ ଜ୍ୟୋତିରଞ୍ଜନ ଦାସ ଓ ଅଶୋକ କୁମାର ମହାନ୍ତିଙ୍କୁ ଗିରଫ କରିଛି। ଉଭୟ ବିକ୍ରି କରି ଥିବା ୨ଟି କାର, ୨ଟି ଟ୍ରାକ୍ଟର ଓ ଗୋଟିଏ ଅଟୋରିକ୍ସାକୁ ଜବତ କରାଯାଇଛି। ଫାଇନାନ୍ସ କଂପାନୀର ଅଭିଯୋଗକୁ ଭିତ୍ତି କରି ପୋଲିସ୍ ମକଦ୍ଦମା ରୁଜୁ କରି ଅଧିକ ତଦନ୍ତ ଚଳାଇଛନ୍ତି।
କିସ୍ତି ଖିଲାପି କରିଥିବା ଗ୍ରାହକଙ୍କ ସମ୍ପର୍କରେ କମ୍ପାନୀ ଏହି ଏଜେଣ୍ଟମାନଙ୍କୁ ତଥ୍ୟ ପ୍ରଦାନ କରିବା ପାଇଁ ବକେୟା ଟଙ୍କା ଆଦାୟ କରିବା ପାଇଁ କହିଥାଏ। ତେବେ ଅଭିଯୁକ୍ତ ଦ୍ୱୟ କଂପାନୀଠାରୁ ପାଉଥିବା ତଥ୍ୟ ଆଧାରରେ ଗ୍ରାହକଙ୍କ ଠାରୁ ଗାଡ଼ି ଜବତ କରି କମ୍ପାନୀକୁ ଦେବା ପରିବର୍ତ୍ତେ ବାଲେଶ୍ୱର, ମୟୂରଭଞ୍ଜ ଏମିତିକି ପଶ୍ଚିମବଙ୍ଗର କେତେକ ଗ୍ରାହକଙ୍କୁ ବିକ୍ରି କରି ଦେଇ ଥାଆନ୍ତି। ଏ ସଂପର୍କରେ ସୂଚନା ପାଇବା ପରେ କଂପାନୀ ପକ୍ଷରୁ ଥାନାରେ ଏତଲା ଦାୟର କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ରାତି ଅଧରେ ଫୁଟିଲା ବୋମା, ଦୁର୍ବୃତ୍ତ ଫେରାର
ଗତ ରାତିରେ ଫୁଟିଛି ବୋମା । ଜଣେ ବାଉଁଶ ବ୍ୟବସାୟୀଙ୍କ ଘର ଉପରକୁ ହୋଇଛି ବୋମା ମାଡ଼ ।
Crime
ହଂସିକା ଓ ଅନୀଲଙ୍କ ସମ୍ପତ୍ତି ଶହେ କୋଟି ପାର୍ କଲାଣି!
ପୂର୍ବରୁ ପୋର୍ସେ, ଜାଗୁଆର, BMW ଭଳି ୬ଟି ଦାମୀ କାର୍ ପରେ ଆଜି ୩କୋଟି ଟଙ୍କାର ଏକ ମର୍ସିଡିଜ କାର ଜବତ କରିଛି କମିସନ୍ରେଟ୍ ପୁଲିସ୍। ଏକ ପରିତ୍ୟକ୍ତ ସ୍ଥାନରେ କାରଟି ଲୁଚାଇ ରଖାଯାଇଥିଲା।
Crime
୮ ବର୍ଷ ତଳେ ଗିରଫ ହୋଇଥିଲେ, ତଥାପି ସୁଧୁରିଲେନି; ପୁଣି ଲାଞ୍ଚ ନେଇ ବନ୍ଧା ହେଲେ
ଲାଞ୍ଚ ନେଇ ଧରାପଡ଼ିବା ପରେ ଏଆରଆଇ ଶ୍ରୀ ବେହେରାଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।
Crime
ମିଛ ଚିଠି ଦେଖାଇଥିଲେ, ଭାଙ୍ଗିପାରେ ବୈକୁଣ୍ଠଧାମ ଆଶ୍ରମ
ଭୁବନେଶ୍ୱର ଘାଟିକିଆ ମୌଜାର ଖାତା ନଂ 2333ର ପ୍ଲଟ ନଂ 1215 ଉପରେଥିବା ବୈକୁଣ୍ଠ ଧାମ ଆଶ୍ରମର ନିର୍ମାଣ ହୋଇଛି। ଏହା ଉପରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଗତ ନଭେମ୍ବର ମାସ 21 ତାରିଖରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଜାରୀ କରିଥିଲେ।
Crime
୩ ପ୍ରେମିକ ଭଲ ପାଉଥିଲେ; ବାହା ହେବା ପାଇଁ ମନା କରିବାରୁ ମାରି ଝୁଲାଇ ଦେଲେ!
ଜେମାଙ୍କଠାରୁ ପ୍ରତ୍ୟାଖିତ ହେବା ପରେ ଏକ ତରଫା ପ୍ରେମିକମାନେ ଚିନ୍ତାରେ ପଡ଼ିଯାଇଥିଲେ। ପ୍ରତିଶୋଧ ପରାୟଣା ହୋପଡ଼ିଥିଲେ। ଜେମାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ। ଆଜି ଅପରାହ୍ନରେ ଜେମାଙ୍କୁ ହତ୍ୟା କରି ଗାଁ ମୁଣ୍ଡ ଗଛରେ ଥିବା ଏକ ଗଛରେ ଝୁଲାଇ ଦେଲେ।