ଦୁଇ ଫାଇନାନ୍ସ କଂପାନୀ ଏଜେଣ୍ଟ୍ ଗିରଫ

ବାଲେଶ୍ୱର: କିସ୍ତିରେ ଗାଡ଼ି ନେଇଥିବା ଗ୍ରାହକଙ୍କଠାରୁ ଗାଡ଼ି ଜବତ କରି ବଜାରରେ ବିକ୍ରି କରି ଦେଉଥିବା ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ପୋଲିସ୍ ଜ୍ୟୋତିରଞ୍ଜନ ଦାସ ଓ ଅଶୋକ କୁମାର ମହାନ୍ତିଙ୍କୁ ଗିରଫ କରିଛି।  ଉଭୟ ବିକ୍ରି କରି ଥିବା ୨ଟି କାର, ୨ଟି ଟ୍ରାକ୍ଟର ଓ ଗୋଟିଏ ଅଟୋରିକ୍ସାକୁ ଜବତ କରାଯାଇଛି। ଫାଇନାନ୍ସ କଂପାନୀର ଅଭିଯୋଗକୁ ଭିତ୍ତି କରି ପୋଲିସ୍ ମକଦ୍ଦମା ରୁଜୁ କରି ଅଧିକ ତଦନ୍ତ ଚଳାଇଛନ୍ତି। କିସ୍ତି ଖିଲାପି କରିଥିବା ଗ୍ରାହକଙ୍କ […]

balasore

balasore

Rakesh Mallick
  • Published: Saturday, 01 October 2016
  • Updated: 01 October 2016, 03:38 PM IST

ବାଲେଶ୍ୱର: କିସ୍ତିରେ ଗାଡ଼ି ନେଇଥିବା ଗ୍ରାହକଙ୍କଠାରୁ ଗାଡ଼ି ଜବତ କରି ବଜାରରେ ବିକ୍ରି କରି ଦେଉଥିବା ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ପୋଲିସ୍ ଜ୍ୟୋତିରଞ୍ଜନ ଦାସ ଓ ଅଶୋକ କୁମାର ମହାନ୍ତିଙ୍କୁ ଗିରଫ କରିଛି।  ଉଭୟ ବିକ୍ରି କରି ଥିବା ୨ଟି କାର, ୨ଟି ଟ୍ରାକ୍ଟର ଓ ଗୋଟିଏ ଅଟୋରିକ୍ସାକୁ ଜବତ କରାଯାଇଛି। ଫାଇନାନ୍ସ କଂପାନୀର ଅଭିଯୋଗକୁ ଭିତ୍ତି କରି ପୋଲିସ୍ ମକଦ୍ଦମା ରୁଜୁ କରି ଅଧିକ ତଦନ୍ତ ଚଳାଇଛନ୍ତି।

କିସ୍ତି ଖିଲାପି କରିଥିବା ଗ୍ରାହକଙ୍କ ସମ୍ପର୍କରେ କମ୍ପାନୀ ଏହି ଏଜେଣ୍ଟମାନଙ୍କୁ ତଥ୍ୟ ପ୍ରଦାନ କରିବା ପାଇଁ ବକେୟା ଟଙ୍କା ଆଦାୟ କରିବା ପାଇଁ କହିଥାଏ। ତେବେ ଅଭିଯୁକ୍ତ ଦ୍ୱୟ କଂପାନୀଠାରୁ ପାଉଥିବା ତଥ୍ୟ ଆଧାରରେ ଗ୍ରାହକଙ୍କ ଠାରୁ ଗାଡ଼ି ଜବତ କରି କମ୍ପାନୀକୁ ଦେବା ପରିବର୍ତ୍ତେ ବାଲେଶ୍ୱର, ମୟୂରଭଞ୍ଜ ଏମିତିକି ପଶ୍ଚିମବଙ୍ଗର କେତେକ ଗ୍ରାହକଙ୍କୁ ବିକ୍ରି କରି ଦେଇ ଥାଆନ୍ତି। ଏ ସଂପର୍କରେ ସୂଚନା ପାଇବା ପରେ କଂପାନୀ ପକ୍ଷରୁ ଥାନାରେ ଏତଲା ଦାୟର କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story