କାର ଉପରକୁ ବୋମା ମାଡ଼

ସୋର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନାଠାରୁ ୧୦୦ ମିଟର ଦୂରରେ ଏକ କାର ଉପରକୁ ଆଜି ବୋମା ମାଡ଼ ହୋଇଛି। ଫଳରେ କାର ପଛ ପାର୍ଶ୍ୱ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଦୁଇ ଜଣ ଯୁବକ ବାଇକ୍‌ରେ ଆସି ବୋମା ଫିଙ୍ଗି ପଳାଇ ଯାଇବା ଅଭିଯୋଗ ହୋଇଛି। ପୂର୍ବ ଶତ୍ରୁତା କିମ୍ୱା ବ୍ୟବସାୟୀକ କାରଣରୁ ବୋମା ମାଡ଼ ହୋଇଥିବା ପୋଲିସ୍‌ ସନ୍ଦେହ କରୁଛି।

car boma

Rakesh Mallick
  • Published: Tuesday, 03 January 2017
  • , Updated: 03 January 2017, 01:35 PM IST

ସୋର: ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନାଠାରୁ ୧୦୦ ମିଟର ଦୂରରେ ଏକ କାର ଉପରକୁ ଆଜି ବୋମା ମାଡ଼ ହୋଇଛି। ଫଳରେ କାର ପଛ ପାର୍ଶ୍ୱ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଦୁଇ ଜଣ ଯୁବକ ବାଇକ୍‌ରେ ଆସି ବୋମା ଫିଙ୍ଗି ପଳାଇ ଯାଇବା ଅଭିଯୋଗ ହୋଇଛି।

ପୂର୍ବ ଶତ୍ରୁତା କିମ୍ୱା ବ୍ୟବସାୟୀକ କାରଣରୁ ବୋମା ମାଡ଼ ହୋଇଥିବା ପୋଲିସ୍‌ ସନ୍ଦେହ କରୁଛି।

Related story