ପାଗନଇ ଗଣହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଓ ତାଙ୍କ ସହଯୋଗୀ ଗିରଫ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସଦର ଥାନା ପାଗନଇ ଗାଁ ଗଣହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସୁରେଶ ମାଝି ଓ ତାର ସହଯୋଗୀ ଅନିଲ କୁମାର ମହାନ୍ତିଙ୍କୁ ପୋଲିସ ବଲାଙ୍ଗିରରୁ ଗିରଫ କରି କୋର୍ଟ ଚାଲାଣ କରିଛି। ଉଭୟ ହତ୍ୟାକାଣ୍ଡ ପରେ ବଲାଙ୍ଗିର ପଳାଇ ଯାଇଥିଲେ। ସଦର ଥାନା ଅଧିକାରୀ ଦୟାନିଧି ଦାସଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‌ ବାଲାଙ୍ଗିର ଯାଇ ସେମାନଙ୍କୁ ଗିରଫ କରିଥିଲା। ଜମି ବିବାଦକୁ ନେଇ ଜାନୁଆରୀ ୨୭ ତାରିଖ ରାତିରେ ପାଗନଇ ଗାଁର […]

balasore murder

balasore murder

Rakesh Mallick
  • Published: Saturday, 18 March 2017
  • Updated: 18 March 2017, 06:24 PM IST

Sports

Latest News

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସଦର ଥାନା ପାଗନଇ ଗାଁ ଗଣହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସୁରେଶ ମାଝି ଓ ତାର ସହଯୋଗୀ ଅନିଲ କୁମାର ମହାନ୍ତିଙ୍କୁ ପୋଲିସ ବଲାଙ୍ଗିରରୁ ଗିରଫ କରି କୋର୍ଟ ଚାଲାଣ କରିଛି। ଉଭୟ ହତ୍ୟାକାଣ୍ଡ ପରେ ବଲାଙ୍ଗିର ପଳାଇ ଯାଇଥିଲେ। ସଦର ଥାନା ଅଧିକାରୀ ଦୟାନିଧି ଦାସଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‌ ବାଲାଙ୍ଗିର ଯାଇ ସେମାନଙ୍କୁ ଗିରଫ କରିଥିଲା।

ଜମି ବିବାଦକୁ ନେଇ ଜାନୁଆରୀ ୨୭ ତାରିଖ ରାତିରେ ପାଗନଇ ଗାଁର ପ୍ରତିଭା ମଣ୍ଡଳ, ତାଙ୍କ ପୁଅ ସୁଜନ, ଝିଅ ସୁମନ ଓ ସମ୍ପର୍କୀୟ ବିବେକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ହତ୍ୟା ପରେ ପ୍ରତିଭାଙ୍କ ମୁଣ୍ଡକୁ କାଟି ନେଇ ଘର ବାହାରେ ପକାଇଥିଲେ। ଏହି ହତ୍ୟାକାଣ୍ଡରେ ପୂର୍ବରୁ ୯ ଜଣ ଗିରଫ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story