ବାଲେଶ୍ୱର: ଚୋର ଗିରଫ, ଅଳଙ୍କାର ଜବତ

ବାଲେଶ୍ୱର: ବାଲେଶ୍ୱର ଶିଳ୍ପାଞ୍ଚଳର ଥାନା ପୋଲିସ୍‌ ଆଜି ବସ୍ତା ଅଞ୍ଚଳର ଅଶୋକ ଦଳାଇଙ୍କୁ ଗିରଫ କରିବା ସହିତ ୪ ଲକ୍ଷ ଟଙ୍କାର ଅଳଙ୍କାର ଜବତ କରିଛି। ଗିରଫ ହୋଇଥିବା ଅଶୋକ ବିର୍ଲା ଟାୟାର୍ସ କମ୍ପାନୀର ଇଞ୍ଜିନିୟର ରଞ୍ଜିତ ନସ୍କରଙ୍କ ଘରେ ଝାଡ଼ୁଦାର ଭାବେ କାମ କରୁଥିଲେ। କିଛିଦିନ ତଳେ ରଞ୍ଜିତଙ୍କ ଘରୁ ଚୋରି ହୋଇଥିଲା। ଏ ନେଇ ରଞ୍ଜିତ ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍‌ ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ କରି ଅଶୋକକୁ ଗିରଫ କରି କୋର୍ଟ […]

crimestopperslogo

crimestopperslogo

Rakesh Mallick
  • Published: Tuesday, 22 November 2016
  • Updated: 22 November 2016, 05:38 PM IST

Sports

Latest News

ବାଲେଶ୍ୱର: ବାଲେଶ୍ୱର ଶିଳ୍ପାଞ୍ଚଳର ଥାନା ପୋଲିସ୍‌ ଆଜି ବସ୍ତା ଅଞ୍ଚଳର ଅଶୋକ ଦଳାଇଙ୍କୁ ଗିରଫ କରିବା ସହିତ ୪ ଲକ୍ଷ ଟଙ୍କାର ଅଳଙ୍କାର ଜବତ କରିଛି। ଗିରଫ ହୋଇଥିବା ଅଶୋକ ବିର୍ଲା ଟାୟାର୍ସ କମ୍ପାନୀର ଇଞ୍ଜିନିୟର ରଞ୍ଜିତ ନସ୍କରଙ୍କ ଘରେ ଝାଡ଼ୁଦାର ଭାବେ କାମ କରୁଥିଲେ।

କିଛିଦିନ ତଳେ ରଞ୍ଜିତଙ୍କ ଘରୁ ଚୋରି ହୋଇଥିଲା। ଏ ନେଇ ରଞ୍ଜିତ ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍‌ ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ କରି ଅଶୋକକୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଚୋରି ହୋଇଥିବା ସୁନା ବଳା, ବାଉଟି, କାନଫୁଲ, ମୁଦି ଓ ସୁନା ଚେନ୍‌ ଆଦି ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story