ପେଟ୍ରୋଲ ପମ୍ପ ଓ ଗ୍ୟାସ୍‌ ଏଜେନ୍ସିରେ ଭିଜିଲାନ୍ସର ଚଢ଼ାଉ

ବାଲେଶ୍ୱର: ବାଲେଶ୍ୱର ଭିଜିଲାନ୍ସ ବିଭାଗର ୩ଟି ଟିମ୍‌ ଆଜି ସେରଗଡ଼ ନିକଟସ୍ଥ ଦୁଇଟି ପେଟ୍ରୋଲ ପମ୍ପ ଓ ଆଇଟିଆଇ ଛକରେ ଥିବା ଗ୍ୟାସ୍‌ ଏଜେନ୍ସିରେ ଚଢ଼ାଉ କରି ପେଟ୍ରୋଲ ଏବଂ ରନ୍ଧନ ଗ୍ୟାସ୍‌ ଓଜନ ଯାଞ୍ଚ କରିଛି। ଗ୍ରାହକଙ୍କୁ ଦିଆଯାଉଥିବା ପେଟ୍ରୋଲ ଓ ରନ୍ଧନ ଗ୍ୟାସର ମାନ ଏବଂ ମାପରେ ଅନିୟମିତତା ହେଉଥିବା ନେଇ ଭିଜିଲାନ୍ସ ପାଖରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ଭିଜିଲାନ୍ସ କର୍ମଚାରୀମାନେ ଚଢ଼ାଉ କରିଥିଲେ।

balasore

Rakesh Mallick
  • Published: Saturday, 31 December 2016
  • , Updated: 31 December 2016, 05:20 PM IST

ବାଲେଶ୍ୱର: ବାଲେଶ୍ୱର ଭିଜିଲାନ୍ସ ବିଭାଗର ୩ଟି ଟିମ୍‌ ଆଜି ସେରଗଡ଼ ନିକଟସ୍ଥ ଦୁଇଟି ପେଟ୍ରୋଲ ପମ୍ପ ଓ ଆଇଟିଆଇ ଛକରେ ଥିବା ଗ୍ୟାସ୍‌ ଏଜେନ୍ସିରେ ଚଢ଼ାଉ କରି ପେଟ୍ରୋଲ ଏବଂ ରନ୍ଧନ ଗ୍ୟାସ୍‌ ଓଜନ ଯାଞ୍ଚ କରିଛି।

ଗ୍ରାହକଙ୍କୁ ଦିଆଯାଉଥିବା ପେଟ୍ରୋଲ ଓ ରନ୍ଧନ ଗ୍ୟାସର ମାନ ଏବଂ ମାପରେ ଅନିୟମିତତା ହେଉଥିବା ନେଇ ଭିଜିଲାନ୍ସ ପାଖରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ଭିଜିଲାନ୍ସ କର୍ମଚାରୀମାନେ ଚଢ଼ାଉ କରିଥିଲେ।

Related story