ଖାସୁଆ ହତ୍ୟା ମାମଲାର ଅଭିଯୁକ୍ତ କୁନୁ ଓ ଅନିମେଷ ବାଲେଶ୍ୱର ଜେଲ୍‌ରୁ ଅନ୍ୟତ୍ର ସ୍ଥାନାନ୍ତର

ବାଲେଶ୍ୱର: ଦୁର୍ଦ୍ଦାନ୍ତ ଅପରାଧୀ ଖାସୁଆ ହତ୍ୟାକାଣ୍ଡ ମାମଲାର ଅଭିଯୁକ୍ତ କୁନୁ ପଣ୍ଡା ଓ ଅନିମେଷ ଘୋଷଙ୍କୁ ବାଲେଶ୍ୱର ଜେଲ୍‌ରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। କୁନୁ ପଣ୍ଡାଙ୍କୁ  ଭଦ୍ରକ ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନିମେଷ ଘୋଷଙ୍କୁ ବାରିପଦା ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି। କଡ଼ା ପହରା ମଧ୍ୟରେ ଏହି ଦୁଇ ଅଭିଯୁକ୍ତଙ୍କୁ ସ୍ଥାନାନ୍ତର କରାଯାଇଛି। ଜେଲ୍‌ରେ ବିଶୃଙ୍ଖଳା କରିବା କାରଣରୁ ଜେଲ୍ କର୍ତ୍ତୃପକ୍ଷ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଥିବା ଜଣାପଡ଼ିଛି। ଗତ ଜୁନ୍ ମାସ ୨୨ ତାରିଖ ସନ୍ଧ୍ୟାରେ […]

accused1

accused1

Rakesh Mallick
  • Published: Sunday, 27 November 2016
  • Updated: 27 November 2016, 04:17 PM IST

Sports

Latest News

ବାଲେଶ୍ୱର: ଦୁର୍ଦ୍ଦାନ୍ତ ଅପରାଧୀ ଖାସୁଆ ହତ୍ୟାକାଣ୍ଡ ମାମଲାର ଅଭିଯୁକ୍ତ କୁନୁ ପଣ୍ଡା ଓ ଅନିମେଷ ଘୋଷଙ୍କୁ ବାଲେଶ୍ୱର ଜେଲ୍‌ରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। କୁନୁ ପଣ୍ଡାଙ୍କୁ  ଭଦ୍ରକ ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନିମେଷ ଘୋଷଙ୍କୁ ବାରିପଦା ଜେଲ୍‌କୁ ସ୍ଥାନାନ୍ତର କରାଯାଇଛି। କଡ଼ା ପହରା ମଧ୍ୟରେ ଏହି ଦୁଇ ଅଭିଯୁକ୍ତଙ୍କୁ ସ୍ଥାନାନ୍ତର କରାଯାଇଛି। ଜେଲ୍‌ରେ ବିଶୃଙ୍ଖଳା କରିବା କାରଣରୁ ଜେଲ୍ କର୍ତ୍ତୃପକ୍ଷ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିଥିବା ଜଣାପଡ଼ିଛି।

ଗତ ଜୁନ୍ ମାସ ୨୨ ତାରିଖ ସନ୍ଧ୍ୟାରେ ଖାସୁଆକୁ ଶୁଭାରମପୁର ଛକରେ ବୋତଲରେ ପିଟି ଓ ଖଣ୍ଡାରେ ହାଣି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ପୂର୍ବ ବିବାଦର ସମାଧାନ କରିବା ପାଇଁ ଡକାଇ ତାକୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ସହଦେବଖୁଣ୍ଟା ପୋଲିସ୍ କୁନୁ ପଣ୍ଡା ଓ ଅନିମେଷ ଘୋଷଙ୍କ ସମେତ ୧୨ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଥିଲା। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପାପା ପଣ୍ଡାଙ୍କ ସମେତ ୧୪ ଜଣ ଅଭିଯୁକ୍ତ ଫେରାର ଥିବାରୁ ସେମାନଙ୍କ ବିରୁଦ୍ଧରେ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story