ଆନନ୍ଦପୁର: ବ୍ୟାଙ୍କ ଅଫ୍‌ ଇଣ୍ଡିଆରୁ ୧୧ଲକ୍ଷ ଟଙ୍କା ଡକାୟତି

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରୁ ୧୧ଲକ୍ଷ ଟଙ୍କା ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଦୁର୍ବୃତ୍ତମାନେ ଗ୍ରୀଲ କାଟି ଏହି ଡକାୟତି କରିଥିଲେ। ଏ ସଂପର୍କରେ  ବ୍ୟାଙ୍କ ପକ୍ଷରୁ ରାମଚନ୍ଦ୍ରପୁର ଥାନା ଏତଲା ଦିଆଯିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।