ଆନନ୍ଦପୁର: ବ୍ୟାଙ୍କ ଅଫ୍‌ ଇଣ୍ଡିଆରୁ ୧୧ଲକ୍ଷ ଟଙ୍କା ଡକାୟତି

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରୁ ୧୧ଲକ୍ଷ ଟଙ୍କା ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଦୁର୍ବୃତ୍ତମାନେ ଗ୍ରୀଲ କାଟି ଏହି ଡକାୟତି କରିଥିଲେ। ଏ ସଂପର୍କରେ  ବ୍ୟାଙ୍କ ପକ୍ଷରୁ ରାମଚନ୍ଦ୍ରପୁର ଥାନା ଏତଲା ଦିଆଯିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

anadapur

anadapur

Rakesh Mallick
  • Published: Monday, 10 October 2016
  • Updated: 10 October 2016, 03:10 PM IST

Sports

Latest News

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରୁ ୧୧ଲକ୍ଷ ଟଙ୍କା ଡକାୟତି ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଦୁର୍ବୃତ୍ତମାନେ ଗ୍ରୀଲ କାଟି ଏହି ଡକାୟତି କରିଥିଲେ। ଏ ସଂପର୍କରେ  ବ୍ୟାଙ୍କ ପକ୍ଷରୁ ରାମଚନ୍ଦ୍ରପୁର ଥାନା ଏତଲା ଦିଆଯିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos