ବରଗଡ଼: ୮୫ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ବରଗଡ଼: ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ବରଗଡ଼ ଅବକାରୀ ବିଭାଗ  ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।  ଅଭିଯୁକ୍ତ ଜଣକ ହେଲେ ଅମ୍ୱାଭୋନା ଥାନା ଅନ୍ତର୍ଗତ କଣ୍ଡପଲା ଗାଁର ଶଙ୍କର ନାୟକ। ତାଙ୍କଠାରୁ ୮୫ କେଜି ଗଞ୍ଜେଇ ଜବତ କରାଯାଇଛି।  ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୪, ୫୦,୦୦୦ ଟଙ୍କା ହେବ ବୋଲି ଜଣାପଡ଼ିଛି।   ସେ ବୌଦ୍ଧ ଜିଲ୍ଲା ଅଞ୍ଚଳରୁ ଗଞ୍ଜେଇ ଆଣି ଛତିଶଗଡ଼କୁ ଚୋରା ଚାଲାଣ କରୁଥିଲେ। ଶଙ୍କର ଦୀର୍ଘ ଦିନ ଧରି […]

arrest

Rakesh Mallick
  • Published: Saturday, 03 September 2016
  • , Updated: 03 September 2016, 12:55 PM IST

ବରଗଡ଼: ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ବରଗଡ଼ ଅବକାରୀ ବିଭାଗ  ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।  ଅଭିଯୁକ୍ତ ଜଣକ ହେଲେ ଅମ୍ୱାଭୋନା ଥାନା ଅନ୍ତର୍ଗତ କଣ୍ଡପଲା ଗାଁର ଶଙ୍କର ନାୟକ। ତାଙ୍କଠାରୁ ୮୫ କେଜି ଗଞ୍ଜେଇ ଜବତ କରାଯାଇଛି।  ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୪, ୫୦,୦୦୦ ଟଙ୍କା ହେବ ବୋଲି ଜଣାପଡ଼ିଛି।   ସେ ବୌଦ୍ଧ ଜିଲ୍ଲା ଅଞ୍ଚଳରୁ ଗଞ୍ଜେଇ ଆଣି ଛତିଶଗଡ଼କୁ ଚୋରା ଚାଲାଣ କରୁଥିଲେ।

ଶଙ୍କର ଦୀର୍ଘ ଦିନ ଧରି ଗଞ୍ଜେଇ ଚୋରାଚାଲାଣ କରୁଥିବା ଅଭିଯୋଗ ହୋଇଥିଲା।

Related story