ବରଗଡ଼: ଗୋ-ମାଂସ ବିକ୍ରି ଅଭିଯୋଗରେ ଜଣେ ଅଟକ

ବରଗଡ: ବରଗଡ଼ ସହରରେ ଗୋ-ମାଂସ ବିକ୍ରି କରୁଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ଅଟକ ରଖିଛି ଟାଉନ୍‌ ପୋଲିସ। ମହିଳା ଜଣଙ୍କ ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିବା ବେଳେ ସମ୍ବଲପୁର ଜିଲ୍ଲା ମୋତିଜିଭାରୁ ଏହି ଗୋ-ମାଂସ ଆଣି ଥିବା ଜଣାପଡିଛି। ଏ ନେଇ କେତେକ ଯୁବକ ବରଗଡ଼ ଟାଉନ ଥାନାରେ ଖବର ଦେବା ପରେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚି ପୋଲିସ ଏହାକୁ ଜବତ କରିଛି। ମାଂସର ଓଜନ ପ୍ରାୟ ୨୦ କେଜିରୁ ଅଧିକ ହେବ ପୋଲିସ ସୂଚନା ଦେଇଛି।

bargarh-gomansa

Rakesh Mallick
  • Published: Monday, 21 March 2016
  • , Updated: 21 March 2016, 06:01 PM IST

ବରଗଡ: ବରଗଡ଼ ସହରରେ ଗୋ-ମାଂସ ବିକ୍ରି କରୁଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ଅଟକ ରଖିଛି ଟାଉନ୍‌ ପୋଲିସ। ମହିଳା ଜଣଙ୍କ ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିବା ବେଳେ ସମ୍ବଲପୁର ଜିଲ୍ଲା ମୋତିଜିଭାରୁ ଏହି ଗୋ-ମାଂସ ଆଣି ଥିବା ଜଣାପଡିଛି।

ଏ ନେଇ କେତେକ ଯୁବକ ବରଗଡ଼ ଟାଉନ ଥାନାରେ ଖବର ଦେବା ପରେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚି ପୋଲିସ ଏହାକୁ ଜବତ କରିଛି। ମାଂସର ଓଜନ ପ୍ରାୟ ୨୦ କେଜିରୁ ଅଧିକ ହେବ ପୋଲିସ ସୂଚନା ଦେଇଛି।

Related story