ବାରିପଦା: ୮ଟି ଗୋରୁ ବୋଝେଇ ପିକ୍‌ଅପ୍‌ ଜବତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ପୋଲିସ୍ ପୁରୁଣା ବାରିପଦା ଛକରୁ ୮ଟି ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ ଜବତ କରିଛି। ଏହି ଗାଡ଼ିରୁ ପୋଲିସ୍‌ ଶହେରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରିଛି। ଆଜି ସକାଳେ ଗାଡ଼ି ଗୁଡ଼ିକ ଏକ ସଙ୍ଗେ ଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ପରେ ଗାଡ଼ି ଗୁଡିକୁ ଅଟକାଇ ଗୋରୁଙ୍କୁ ଉଦ୍ଧାର କରିଥିଲେ। ମାତ୍ର ଗାଡ଼ି ଚାଳକ ଫେରାର ହୋଇଯାଇଥିଲେ। ପୋଲିସ୍‌ ଗାଡ଼ି ଜବତ କରି ଘଟଣାର ତଦନ୍ତ ଚଳାଇଛି।

baripada cow

Rakesh Mallick
  • Published: Wednesday, 24 August 2016
  • , Updated: 24 August 2016, 05:55 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ପୋଲିସ୍ ପୁରୁଣା ବାରିପଦା ଛକରୁ ୮ଟି ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ ଜବତ କରିଛି। ଏହି ଗାଡ଼ିରୁ ପୋଲିସ୍‌ ଶହେରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରିଛି।

ଆଜି ସକାଳେ ଗାଡ଼ି ଗୁଡ଼ିକ ଏକ ସଙ୍ଗେ ଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ହୋଇଥିଲା। ପରେ ଗାଡ଼ି ଗୁଡିକୁ ଅଟକାଇ ଗୋରୁଙ୍କୁ ଉଦ୍ଧାର କରିଥିଲେ। ମାତ୍ର ଗାଡ଼ି ଚାଳକ ଫେରାର ହୋଇଯାଇଥିଲେ।

ପୋଲିସ୍‌ ଗାଡ଼ି ଜବତ କରି ଘଟଣାର ତଦନ୍ତ ଚଳାଇଛି।

Related story