ବାରିପଦା: ଭୁଜାଲି ମାଡ଼ରେ ଯୁବକ ଗୁରୁତର

ବାରିପଦା: ବାରିପଦା ବଜାର ମଧ୍ୟରେ ଗତକାଲି ରାତିରେ ଜଣେ ଯୁବକଙ୍କୁ ଭୁଜାଲି ମାଡ଼ ହୋଇଛି। ଗୁରୁତର ଅବସ୍ଥାରେ ଯୁବକ ଜଣଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ତୁଳସୀଚଉରା ଅଞ୍ଚଳର ଯୁବକ ଜଣଙ୍କ ଗତକାଲି ରାତିରେ ବଜାରରେ ବୁଲୁଥିବା ବେଳେ ୭ରୁ ୮ ଜଣ ଦୁର୍ବୃତ୍ତ ତାଙ୍କୁ ସଂଘ ବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏହାକୁ ନେଇ ସହରରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି।

baripada

Rakesh Mallick
  • Published: Thursday, 01 September 2016
  • , Updated: 01 September 2016, 06:14 PM IST

ବାରିପଦା: ବାରିପଦା ବଜାର ମଧ୍ୟରେ ଗତକାଲି ରାତିରେ ଜଣେ ଯୁବକଙ୍କୁ ଭୁଜାଲି ମାଡ଼ ହୋଇଛି। ଗୁରୁତର ଅବସ୍ଥାରେ ଯୁବକ ଜଣଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସ୍ଥାନୀୟ ତୁଳସୀଚଉରା ଅଞ୍ଚଳର ଯୁବକ ଜଣଙ୍କ ଗତକାଲି ରାତିରେ ବଜାରରେ ବୁଲୁଥିବା ବେଳେ ୭ରୁ ୮ ଜଣ ଦୁର୍ବୃତ୍ତ ତାଙ୍କୁ ସଂଘ ବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏହାକୁ ନେଇ ସହରରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି।

Related story