ରାଜଧାନୀରେ ନାବାଳିକାକୁ ଚେଙ୍କ ଅଭିଯୋଗ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ନାବାଳିକାକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ଗତକାଲି ଏହି ନାବାଳିକାକୁ ଭିମଟାଙ୍ଗୀ ଅଞ୍ଚଳରୁ  ଚାଇଲ୍ଡ ଲାଇନ୍‌ ଉଦ୍ଧାର କରିଛି। ଏ ନେଇ ଚାଲଲ୍ଡ ଲାଇନ୍‌ ପକ୍ଷରୁ ଏୟାର ଫିଲ୍ଡ ଥାନାରେ ଲିଖିତ ଅଭିଯୋଗ ହୋଇଛି। କଟକ କରଞ୍ଜିର ବେଣୁଧର ବାରିକ ଓ କବିତାଙ୍କ ଝିଅ କଣ୍ଢେଇ ଦୀର୍ଘ ଦିନ ଧରି ଭିମଟାଙ୍ଗୀରେ ରହୁଥିବା ପ୍ରମୋଦ ଜେନା ଓ ମାମୁନିଙ୍କ ଘରେ କାମ କରୁଥିଲା। କୌଣସି କାରଣରୁ  ଝିଅର ଗୋଡ଼ରେ ଚେଙ୍କ ଦେଇଥିବା […]

bbsr

Rakesh Mallick
  • Published: Sunday, 07 August 2016
  • , Updated: 07 August 2016, 10:20 AM IST

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ନାବାଳିକାକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ଗତକାଲି ଏହି ନାବାଳିକାକୁ ଭିମଟାଙ୍ଗୀ ଅଞ୍ଚଳରୁ  ଚାଇଲ୍ଡ ଲାଇନ୍‌ ଉଦ୍ଧାର କରିଛି। ଏ ନେଇ ଚାଲଲ୍ଡ ଲାଇନ୍‌ ପକ୍ଷରୁ ଏୟାର ଫିଲ୍ଡ ଥାନାରେ ଲିଖିତ ଅଭିଯୋଗ ହୋଇଛି।

କଟକ କରଞ୍ଜିର ବେଣୁଧର ବାରିକ ଓ କବିତାଙ୍କ ଝିଅ କଣ୍ଢେଇ ଦୀର୍ଘ ଦିନ ଧରି ଭିମଟାଙ୍ଗୀରେ ରହୁଥିବା ପ୍ରମୋଦ ଜେନା ଓ ମାମୁନିଙ୍କ ଘରେ କାମ କରୁଥିଲା। କୌଣସି କାରଣରୁ  ଝିଅର ଗୋଡ଼ରେ ଚେଙ୍କ ଦେଇଥିବା ଅଭିଯୋଗ  ହୋଇଛି।

Related story