ଭୁବନେଶ୍ୱର: ସେକ୍ସ ରାକେଟ୍‌ ଠାବ, ୪ ଗିରଫ, ୩ ଯୁବତୀ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଞ୍ଚଳରେ ଏକ ସେକ୍ସ ରାକେଟ ଠାବ କରାଯାଇଛି। କମିଶନରେଟ୍‌ ପୋଲିସ୍ ଓ କ୍ୱିକ୍‌ ଆକ୍ସନ୍‌ ଟିମ୍‌ ମିଳିତ ଭାବେ ଆଜି ଚଢ଼ାଉ କରି ଏହି ରାକେଟ୍‌ର କିଙ୍ଗପିନ୍‌ଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ପୋଲିସ ୩ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ଘଟଣାସ୍ଥଳରୁ ଗୋଟିଏ ବାଇକ୍‌ ଓ ୧୦ଟି ମୋବାଇଲ ଜବତ କରିଛି।

sex-bbsr

Rakesh Mallick
  • Published: Tuesday, 04 October 2016
  • , Updated: 04 October 2016, 09:26 PM IST

Related story