ଭୁବନେଶ୍ୱରରୁ ସେକ୍ସ ରାକେଟ୍‌ ଠାବ: ମ୍ୟାନେଜରଙ୍କ ସମେତ ୩ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରର ଏକ ହୋଟେଲରୁ ସେକ୍ସ ରାକେଟ୍‌ ଠାବ କରାଯାଇଛି। ଏହି ମାମଲାରେ ହୋଟେଲ୍‌ ମ୍ୟାନେଜରଙ୍କ ସମେତ ୩ ଜଣଙ୍କୁ ପୋଲିସ୍‌ ଗିରଫ କରିଛି। ଏହାସହ ୨ ଜଣ ବଙ୍ଗୀୟ ଯୁବତୀଙ୍କୁ ହୋଟେଲରୁ ଉଦ୍ଧାର କରାଯାଇଛି। ଏହି ଘଟଣାରେ ହୋଟେଲ୍‌କୁ ବ୍ରଥେଲ୍‌ ହାଉସ୍‌ କରାଯିବାକୁ ପୋଲିସ୍‌ ଯୋଜନା କରୁଥିବା  ଜଣାପଡ଼ିଛି। ଏନେଇ କମିଶନରେଟ୍‌ ପୋଲିସକୁ ଚିଠି କରାଯିବ ଓ ହୋଟେଲ୍‌ ଲିଜ୍‌ଧାରୀଙ୍କୁ ମଧ୍ୟ ନୋଟିସ୍‌ କରାଯିବ ବୋଲି କ୍ୟାପିଟାଲ୍‌ ଥାନା ପୋଲିସ୍‌ ସୂଚନା ଦେଇଛି।

arrsest

Rakesh Mallick
  • Published: Thursday, 06 October 2016
  • , Updated: 06 October 2016, 03:05 PM IST

ଭୁବନେଶ୍ୱର: ଭୁବନେଶ୍ୱରର ଏକ ହୋଟେଲରୁ ସେକ୍ସ ରାକେଟ୍‌ ଠାବ କରାଯାଇଛି। ଏହି ମାମଲାରେ ହୋଟେଲ୍‌ ମ୍ୟାନେଜରଙ୍କ ସମେତ ୩ ଜଣଙ୍କୁ ପୋଲିସ୍‌ ଗିରଫ କରିଛି। ଏହାସହ ୨ ଜଣ ବଙ୍ଗୀୟ ଯୁବତୀଙ୍କୁ ହୋଟେଲରୁ ଉଦ୍ଧାର କରାଯାଇଛି।

ଏହି ଘଟଣାରେ ହୋଟେଲ୍‌କୁ ବ୍ରଥେଲ୍‌ ହାଉସ୍‌ କରାଯିବାକୁ ପୋଲିସ୍‌ ଯୋଜନା କରୁଥିବା  ଜଣାପଡ଼ିଛି। ଏନେଇ କମିଶନରେଟ୍‌ ପୋଲିସକୁ ଚିଠି କରାଯିବ ଓ ହୋଟେଲ୍‌ ଲିଜ୍‌ଧାରୀଙ୍କୁ ମଧ୍ୟ ନୋଟିସ୍‌ କରାଯିବ ବୋଲି କ୍ୟାପିଟାଲ୍‌ ଥାନା ପୋଲିସ୍‌ ସୂଚନା ଦେଇଛି।

Related story