ବେଲପାହାଡ଼ ନଗରପାଳଙ୍କ ଘରୁ ୩ ଲକ୍ଷ ଟଙ୍କାର ଗହଣା ଚୋରି

ଲଖନପୁର: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ନଗରପାଳ ପର୍ଶୁରାମ ସାହୁଙ୍କ ଘରୁ ରବିବାର ବିଳମ୍ବିତ ରାତିରେ ୩ ଲକ୍ଷ ଟଙ୍କାର ଗହଣା  ଓ ୮,୦୦୦ ଟଙ୍କା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ଆଜି ବେଲପାହାଡ଼ ପୋଲିସ୍ ସନ୍ଧାନୀକୁକୁର ଓ ସାଇଣ୍ଟିଫିକ୍‌ ଟିମ୍ ସହିତ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲା। ଦୁର୍ବୃତ୍ତମାନେ ଘରର କବାଟ ତାଡ଼ି ଚୋରି କରିଥିବା ଜଣାପଡ଼ିଛି।

belpahad

Rakesh Mallick
  • Published: Monday, 23 May 2016
  • , Updated: 23 May 2016, 10:12 AM IST

ଲଖନପୁର: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ନଗରପାଳ ପର୍ଶୁରାମ ସାହୁଙ୍କ ଘରୁ ରବିବାର ବିଳମ୍ବିତ ରାତିରେ ୩ ଲକ୍ଷ ଟଙ୍କାର ଗହଣା  ଓ ୮,୦୦୦ ଟଙ୍କା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ଆଜି ବେଲପାହାଡ଼ ପୋଲିସ୍ ସନ୍ଧାନୀକୁକୁର ଓ ସାଇଣ୍ଟିଫିକ୍‌ ଟିମ୍ ସହିତ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲା।

ଦୁର୍ବୃତ୍ତମାନେ ଘରର କବାଟ ତାଡ଼ି ଚୋରି କରିଥିବା ଜଣାପଡ଼ିଛି।

Related story