ବ୍ରହ୍ମପୁର: ଗୋଷାଣି ନୂଆଗାଁ ବଡ଼ସାହିରେ ବୋମାମାଡ଼

ବ୍ରହ୍ମପୁର: ବ୍ରହ୍ମପୁର ଗୋଷାଣି ନୂଆଗାଁ ବଡ଼ସାହିରେ ସୋମବାର ଭୋର ୪ଟା ସମୟରେ ବୋମାମାଡ଼ ହୋଇଛି। ଦୁଇ ଜଣ ଦୁର୍ବୃତ୍ତ ଗୋଟିଏ ବାଇକରେ ଆସି ବଡ଼ସାହିର ଆମି ପାଢି ଓ ବାବାଜୀ ରଣାଙ୍କ ଘର ଉପରକୁ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ବୋମାମାଡ଼ରେ ଉଭୟଙ୍କ ଘରର କାନ୍ଥ, ଟାଇଲ୍ ଓ ଗ୍ରୀଲ୍ ଭାଙ୍ଗିଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ପୋଲିସ ସନ୍ଦେହ କରୁଛି। ଏନେଇ ଥାନରେ ଏତଲା ହୋଇ ନ ଥିଲେ ମଧ୍ୟ ପୋଲିସ ଘଟଣାର […]

Berhampur

Rakesh Mallick
  • Published: Monday, 21 December 2015
  • , Updated: 21 December 2015, 08:49 AM IST

ବ୍ରହ୍ମପୁର: ବ୍ରହ୍ମପୁର ଗୋଷାଣି ନୂଆଗାଁ ବଡ଼ସାହିରେ ସୋମବାର ଭୋର ୪ଟା ସମୟରେ ବୋମାମାଡ଼ ହୋଇଛି। ଦୁଇ ଜଣ ଦୁର୍ବୃତ୍ତ ଗୋଟିଏ ବାଇକରେ ଆସି ବଡ଼ସାହିର ଆମି ପାଢି ଓ ବାବାଜୀ ରଣାଙ୍କ ଘର ଉପରକୁ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ବୋମାମାଡ଼ରେ ଉଭୟଙ୍କ ଘରର କାନ୍ଥ, ଟାଇଲ୍ ଓ ଗ୍ରୀଲ୍ ଭାଙ୍ଗିଯାଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡ଼ ହୋଇଥିବା ପୋଲିସ ସନ୍ଦେହ କରୁଛି। ଏନେଇ ଥାନରେ ଏତଲା ହୋଇ ନ ଥିଲେ ମଧ୍ୟ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Related story