ବ୍ରହ୍ମପୁର: ନାବାଳିକାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଜଣେ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର ଜଣେ ନାବାଳିକା ଅଜଣା ରୋଗରେ ପୀଡିତ ଥିଲେ। ନାବାଳିକାଙ୍କୁ ଝଡ଼ାଫୁଙ୍କା କରି ସୁସ୍ଥ କରାଇଦେବାର ପ୍ରତିଶ୍ରୁତି ଦେଇ ଭଞ୍ଜନଗର ସହର ତଳି ଅଞ୍ଚଳର ଗୁଲାମ୍‌ ମହମ୍ମଦ ତାଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ଭଞ୍ଜନଗର ପୋଲିସ୍‌ ଅଭିଯୁକ୍ତ ଗୁଲାମଙ୍କୁ  ଗିରଫ କରିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ।

giraf

Rakesh Mallick
  • Published: Friday, 22 July 2016
  • , Updated: 22 July 2016, 10:13 AM IST

Related story