ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଛତ୍ରପୁର ବଦ୍ୟୁତ୍ ଥାନା ଏଏସ୍ଆଇ

ବ୍ରହ୍ମପୁର: ଛତ୍ରପୁର ବଦ୍ୟୁତ୍ ଥାନା ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଗିରଫ ଅଧିକାରୀ ହେଉଛନ୍ତି ଏଏସ୍‌ଆଇ ସୁରେନ୍ଦ୍ର ପଢିଆରୀ। ଆଜି ଜଣେ ବ୍ୟକ୍ତିଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଛନ୍ତି।

giraf

Rakesh Mallick
  • Published: Tuesday, 15 March 2016
  • , Updated: 15 March 2016, 08:25 AM IST

Related story