ଓଡ଼ିଶା-ଛତିଶଗଡ ସୀମାରୁ ୬ ଗିରଫ, ୪ ବାଘ ଛାଲ ଉଦ୍ଧାର

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଓଡ଼ିଶା-ଛତିଶଗଡ ସୀମାନ୍ତ ଜଙ୍ଗଲରୁ ଗିରଫ ହୋଇଥିବା ୬ଜଣଙ୍କଠାରୁ ୪ଟି କଲରାପତରିଆ ବାଘ ଛାଲ ଜବତ ହୋଇଛି। ଏହାସହ ସେମାନଙ୍କଠାରୁ ଏକ ଜୀବନ୍ତ ବଜ୍ରକାପ୍ତା ମଧ୍ୟ ଉଦ୍ଧାର କରାଯାଇଛି। ସେମାନଙ୍କଠାରୁ ୪ଟି ବାଇକ୍‌ ଓ ୪ଟି ମୋବାଇଲ ଜବତ କରାଯାଇଛି।  ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ନବରଙ୍ଗପୁର ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ୪ ଜଣ ଛତିଶଗଡର ବୋଲି ଜଣାପଡିଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ନବରଙ୍ଗପୁର ଡିଏଫ୍‌ଓ ସ୍ୱୟଂ […]

bhachala

Rakesh Mallick
  • Published: Wednesday, 08 June 2016
  • , Updated: 08 June 2016, 10:15 PM IST

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଓଡ଼ିଶା-ଛତିଶଗଡ ସୀମାନ୍ତ ଜଙ୍ଗଲରୁ ଗିରଫ ହୋଇଥିବା ୬ଜଣଙ୍କଠାରୁ ୪ଟି କଲରାପତରିଆ ବାଘ ଛାଲ ଜବତ ହୋଇଛି। ଏହାସହ ସେମାନଙ୍କଠାରୁ ଏକ ଜୀବନ୍ତ ବଜ୍ରକାପ୍ତା ମଧ୍ୟ ଉଦ୍ଧାର କରାଯାଇଛି। ସେମାନଙ୍କଠାରୁ ୪ଟି ବାଇକ୍‌ ଓ ୪ଟି ମୋବାଇଲ ଜବତ କରାଯାଇଛି।  ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ନବରଙ୍ଗପୁର ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ୪ ଜଣ ଛତିଶଗଡର ବୋଲି ଜଣାପଡିଛି।

ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ନବରଙ୍ଗପୁର ଡିଏଫ୍‌ଓ ସ୍ୱୟଂ ମଲ୍ଲିକ ସୂଚନା ଦେଇଛନ୍ତି।

Related story