ଭଦ୍ରକ ଜିଲ୍ଲା କୃଷି ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାରିପଦା:  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି  ଭଦ୍ରକ ଜିଲ୍ଲା କୃଷି ବିଭାଗ ସହକାରୀ ଯନ୍ତ୍ରୀ ଗୌରୀଶଙ୍କର ସାହୁଙ୍କ ଘରେ  ଭିଜିଲାନ୍ସ  ଚଢ଼ାଉ କରିଛି।  ଗୌରୀଶଙ୍କରଙ୍କ ବାରିପଦାରେ ଥିବା ବାସଭବନ, ଜଳେଶ୍ୱର ଘର,  ପୁରୁଣା ବାରିପଦାସ୍ଥିତ ପୈତୃକ ଘର ଓ ଭଦ୍ରକ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରିଛି।

chadau

Rakesh Mallick
  • Published: Tuesday, 21 June 2016
  • , Updated: 21 June 2016, 11:49 AM IST

Related story