ଭଦ୍ରକ: ଚିଙ୍ଗୁଡି ଫାର୍ମରେ କାମ କରିବାକୁ ହାଇଦ୍ରାବାଦ ଚାଲାଣ ହେଉଥିବା ୪ ନାବାଳିକାଙ୍କ ସମେତ ୧୩ ମହିଳା ଉଦ୍ଧାର

ଭଦ୍ରକ: ହାଇଦ୍ରାବାଦର ଏକ ଚିଙ୍ଗୁଡି ଫାର୍ମରେ କାମ କରିବାକୁ ଚାଲାଣ ହେଉଥିବା ୧୩ଜଣ ମହିଳାଙ୍କୁ ଭଦ୍ରକ ଜିଲ୍ଲା ମାତୋ ପୋଲିସ ଉଦ୍ଧାର କରିଛି । ଉଦ୍ଧାରଙ୍କ ମଧ୍ୟରେ ୪ଜଣ ନାବାଳିକା ଅଛନ୍ତି । ଏମାନଙ୍କୁ ଚୋରାଚାଲାଣ କରୁଥିବା ଅଭିଯୋଗରେ ଜଣେ ଦଲାଲକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି । ବୁଧବାର ମହିଳା ଶ୍ରମିକମାନେ ଦିଗଛିଆ ବଜାରରେ ବସକୁ ଅପେକ୍ଷା କରିଥିବାବେଳେ କୌଣସି ସୁତ୍ରରୁ ଖବର ପାଇ ପୋଲିସ ସେମାନଙ୍କୁ ଉଦ୍ଧାର କରିଥିଲା ।

bhadrak

Rakesh Mallick
  • Published: Thursday, 29 October 2015
  • , Updated: 29 October 2015, 10:04 AM IST

Related story