ଭଞ୍ଜନଗର: ମାଟିତଳୁ ୫ଦେଶୀ ବନ୍ଧୁକ ଓ ୯ଟି ବୋମା ଜବତ, ୬ ଗିରଫ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ସୁରମଣି ଗାଁରେ ଆଜି ମାଟିତଳୁ ୫ଟି ଦେଶୀ ବନ୍ଧୁକ,୯ଟି ବୋମା ଓ ବୋମା ତିଆରି ସାମଗ୍ରୀ ଜବତ କରାଯାଇଥିବା ବେଳେ ୬ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ନାରାୟଣ ବେହେରା, ଭଗବାନ ବେହେରା, ଦେବରାଜ ବେହେରା,ସୁନୀଲ ବେହେରା ଓ ବୃନ୍ଦାବନ ବେହେରା। କିଛି ବର୍ଷ ହେବ ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଛି। ପ୍ରତିପକ୍ଷ ଉପରେ ଆକ୍ରମଣ ଲାଗି  ଗୋଟିଏ ପକ୍ଷ ଏସବୁ ମାରଣାସ୍ତ୍ର ଲୁଚାଇ […]

bom

Rakesh Mallick
  • Published: Wednesday, 07 September 2016
  • , Updated: 07 September 2016, 02:00 PM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ସୁରମଣି ଗାଁରେ ଆଜି ମାଟିତଳୁ ୫ଟି ଦେଶୀ ବନ୍ଧୁକ,୯ଟି ବୋମା ଓ ବୋମା ତିଆରି ସାମଗ୍ରୀ ଜବତ କରାଯାଇଥିବା ବେଳେ ୬ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ନାରାୟଣ ବେହେରା, ଭଗବାନ ବେହେରା, ଦେବରାଜ ବେହେରା,ସୁନୀଲ ବେହେରା ଓ ବୃନ୍ଦାବନ ବେହେରା।

କିଛି ବର୍ଷ ହେବ ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଛି। ପ୍ରତିପକ୍ଷ ଉପରେ ଆକ୍ରମଣ ଲାଗି  ଗୋଟିଏ ପକ୍ଷ ଏସବୁ ମାରଣାସ୍ତ୍ର ଲୁଚାଇ ରଖିଥିବା ପୋଲିସ୍‌ କହିଛି।

Related story