ଭୁବନେଶ୍ୱର: ଦୁର୍ଘଟଣାପରେ ଭଙ୍ଗାରୁଜା ଘଟଣା, ୬ ଗିରଫ

ଭୁବନେଶ୍ୱର: ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁକୁ କେନ୍ଦ୍ରକରି ଭୁବନେଶ୍ୱର ଡମଣା ଛକରେ ଭଙ୍ଗାରୁଜା ଘଟଣାରେ ପୋଲିସ ଆଜି ୬ଜଣଙ୍କୁ ଗିରଫ କରିଛି। ଏଥିରେ ଅନ୍ୟ ୨ ନାବାଳକଙ୍କୁ ମଧ୍ୟ ପୋଲିସ ଧରିଛି। ଏ ଘଟଣାରେ ପୋଲିସ ତନାଘନା ଚଳାଇଛି। ଗୁରୁବାର ଟ୍ରକ୍ ଧକ୍କାରେ ଡମଣା ଛକରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ ଉତ୍ୟକ୍ତ ଲୋକେ ଜାଳି ଦେବା ସହ ଭଙ୍ଗାରୁଜା କରିଥିଲେ।

vlcsnap-2015-09-14-13h30m21s228

Rakesh Mallick
  • Published: Monday, 14 September 2015
  • , Updated: 14 September 2015, 08:04 AM IST

Related story