ଭୁବନେଶ୍ୱର: ଜଳ ସମ୍ପଦ ବିଭାଗ କର୍ମଚାରୀ ଦର୍ଶାଇ ଚନ୍ଦ୍ରଶେଖରପୁର କୋଅପରେଟିଭ ବ୍ୟାଙ୍କରୁ ଲୁଟ୍, ୨ ଗିରଫ

ଭୁବନେଶ୍ୱର: ଓଡିଶା ଷ୍ଟେଟ୍ କୋଅପରେଟିଭ ବ୍ୟାଙ୍କରୁ ୬୦ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବ୍ୟାଙ୍କର ଫିଲଡ୍ ଅଫିସର ପ୍ରଭାତ ଜେନା ଏବଂ ଜଳ ସମ୍ପଦ ବିଭାଗର ଷ୍ଟେନୋ ପ୍ରତାପ ଗୌଡ଼। ଜାଲ କର୍ମଚାରୀ ଜରିଆରେ ବ୍ୟାଙ୍କର ଚନ୍ଦ୍ରଶେଖରପୁର ଶାଖାରୁ ୬୦ ଲକ୍ଷ ଟଙ୍କାର ଋଣ ଉଠାଯାଇଥିବା ଅଭିଯୋଗ ହୋଇଥିଲା।

giraf

Rakesh Mallick
  • Published: Monday, 21 December 2015
  • , Updated: 21 December 2015, 12:54 PM IST

Related story