ଛୁରି ଦେଖାଇ ବଟି ଆଦାୟ କରୁଥିବା ୩ ଯୁବକଙ୍କୁ ଧରିଲେ ଲୋକେ

ଭୁବନେଶ୍ୱର: ଛୁରି ଦେଖାଇ ବଟି ଆଦାୟ କରୁଥିବା ୩ ନିଶାଗ୍ରସ୍ତ ଯୁବକଙ୍କୁ ଧରି ନିସ୍ତୁକ ମାଡ଼ ମାରିବା ସହ ପୋଲିସ୍ ଜିମା ଦେଲେ ଲୋକେ। ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ସାଆଁପୁର ଅଞ୍ଚଳରେ ଘଟିଛି ଏ ଘଟଣା। ଅଭିଯୋଗ ଅନୁଯାୟୀ ଏହି ତିନି ଜଣ ଯୁବକ ଗତ ଦୁଇ ତିନି ଦିନ ହେଲା ନିଶାଗ୍ରସ୍ତ ଅବସ୍ଥାରେ ସମ୍ ହସ୍‌ପିଟାଲ୍‌ରୁ କଳିଙ୍ଗ ଷ୍ଟୁଡିଓ ରାସ୍ତାରେ ଉତ୍ପାତ କରିବା ସହ ଛୁରି ଦେଖାଇ ଲୁଟ୍‌ପାଟ୍ କରୁଥିଲେ। ଆଜି କିଛି ଯୁବକ […]

handcuffs

handcuffs

Rakesh Mallick
  • Published: Wednesday, 14 December 2016
  • Updated: 14 December 2016, 01:33 PM IST

Sports

Latest News

ଭୁବନେଶ୍ୱର: ଛୁରି ଦେଖାଇ ବଟି ଆଦାୟ କରୁଥିବା ୩ ନିଶାଗ୍ରସ୍ତ ଯୁବକଙ୍କୁ ଧରି ନିସ୍ତୁକ ମାଡ଼ ମାରିବା ସହ ପୋଲିସ୍ ଜିମା ଦେଲେ ଲୋକେ। ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ସାଆଁପୁର ଅଞ୍ଚଳରେ ଘଟିଛି ଏ ଘଟଣା।

ଅଭିଯୋଗ ଅନୁଯାୟୀ ଏହି ତିନି ଜଣ ଯୁବକ ଗତ ଦୁଇ ତିନି ଦିନ ହେଲା ନିଶାଗ୍ରସ୍ତ ଅବସ୍ଥାରେ ସମ୍ ହସ୍‌ପିଟାଲ୍‌ରୁ କଳିଙ୍ଗ ଷ୍ଟୁଡିଓ ରାସ୍ତାରେ ଉତ୍ପାତ କରିବା ସହ ଛୁରି ଦେଖାଇ ଲୁଟ୍‌ପାଟ୍ କରୁଥିଲେ। ଆଜି କିଛି ଯୁବକ ଏକାଠି ହୋଇ ସେମାନଙ୍କୁ ଧରିବା ସହ ନିସ୍ତୁକ ପିଟି ଥିଲେ। ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କୁ ନିଜ କବ୍‌ଜାକୁ ନେଇଥିଲା। ଏହାକୁ କେନ୍ଦ୍ର କରି ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story