ଛିନତାଇ ଗ୍ୟାଙ୍ଗର ୮ ସଦସ୍ୟ ଗିରଫ, ୫ ନାବାଳକ

ଭୁବନେଶ୍ୱର: ଏକ ଛିନତାଇ ଗ୍ୟାଙ୍ଗର ୮ ଜଣଙ୍କୁ ଆଜି କମିଶନରେଟ୍‌ ପୋଲିସ୍‌ ଭୁବନେଶ୍ୱରରୁ ଗିରଫ କରିଛି। ଏହି ୮ ଜଣଙ୍କ ମଧ୍ୟରେ ୫ ଜଣ ନାବଳକ ଥିବା ଜଣାପଡ଼ିଛି। ଗ୍ୟାଙ୍କର ଗିରଫ ସଦସ୍ୟମାନେ ହେଲେ ଦୀନେଶ କୁମାର ଓରଫ ଗଣେଶ, ପିଣ୍ଟନ କୁମାର ଦଳାଇ, ବିମଳ କୁମାର ରଣସିଂ ଓରଫ ଚନ୍ଦନ, ଅମିତ କୁମାର ଦାସ, ନୀତିଶ ଦାଶ, ମାଲିଙ୍କା ଦଗାଲ, ସୌମ୍ୟ ବେହେରା ଓ ଜୀବନ କୁମାର ଜେନା। ସେମାନଙ୍କ ଠାରୁ ୪ଟି ବାଇକ ସହ […]

thieves

thieves

Rakesh Mallick
  • Published: Wednesday, 30 November 2016
  • Updated: 30 November 2016, 01:46 PM IST

Sports

Latest News

thievesଭୁବନେଶ୍ୱର: ଏକ ଛିନତାଇ ଗ୍ୟାଙ୍ଗର ୮ ଜଣଙ୍କୁ ଆଜି କମିଶନରେଟ୍‌ ପୋଲିସ୍‌ ଭୁବନେଶ୍ୱରରୁ ଗିରଫ କରିଛି। ଏହି ୮ ଜଣଙ୍କ ମଧ୍ୟରେ ୫ ଜଣ ନାବଳକ ଥିବା ଜଣାପଡ଼ିଛି। ଗ୍ୟାଙ୍କର ଗିରଫ ସଦସ୍ୟମାନେ ହେଲେ ଦୀନେଶ କୁମାର ଓରଫ ଗଣେଶ, ପିଣ୍ଟନ କୁମାର ଦଳାଇ, ବିମଳ କୁମାର ରଣସିଂ ଓରଫ ଚନ୍ଦନ, ଅମିତ କୁମାର ଦାସ, ନୀତିଶ ଦାଶ, ମାଲିଙ୍କା ଦଗାଲ, ସୌମ୍ୟ ବେହେରା ଓ ଜୀବନ କୁମାର ଜେନା। ସେମାନଙ୍କ ଠାରୁ ୪ଟି ବାଇକ ସହ ୫୦ଟି ଦାମୀ ମୋବାଇଲ ଜବତ କରାଯାଇଛି ବୋଲି ପୋଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ଗିରଫ ଅଭିଯୁକ୍ତ ପିଣ୍ଟନ ଜଣେ ଇଞ୍ଜିନିୟରିଂ ଛାତ୍ର ହୋଇଥିବା ବେଳେ ଜୀବନ ସତ୍ୟନଗର କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର। ସେହିପରି ନିତୀଶ ଖପୁରିଆ ଆଇଟିଆଇର ଛାତ୍ର ବୋଲି ପୋଲିସ୍‌ ପକ୍ଷରୁ ସୂଚନା  ମିଳିଛି।

ଗତ କିଛି ଦିନ ଭିତରେ ରାଜଧାନୀରେ ଛିନତାଇ ଗ୍ୟାଙ୍ଗ ନେଇ  ଘଟଣା ବୃଦ୍ଧି ପାଇ ଚାଲିଥିବା ବେଳେ ପୋଲିସ୍‌ ପାଇଁ ଏହା ମୁଣ୍ଡବ୍ୟାଥାର କାରଣ ପାଲଟିଥିଲା। ଖାରବେଳନଗର ପୋଲିସ୍‌ ପକ୍ଷରୁ ଖୋଳତାଡ଼ ବେଳେ ଏହି ଗ୍ୟାଙ୍ଗ ସମ୍ପର୍କରେ ସୂଚନା ପାଇ ଚଢ଼ାଉ କରାଯାଇଥିଲା। ଏହି ଗ୍ୟାଙ୍ଗର ଚେର କେତେବାଟ ଲମ୍ବିଛି ସେ ନେଇ ପୋଲିସ ଅଧିକ ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story