ଭୁବନେଶ୍ୱର: ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ୨ ଗିରଫ

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ହଳିଦିପଡିଆ। ବାଲେଶ୍ୱରରୁ ବ୍ରାଉନସୁଗାର ଆଣି ହଳିଦିପଡିଆରେ ବିକ୍ରି ଯୋଜନା କରୁଥିବାବେଳେ ଦୁଇ ଅଭିଯୁକ୍ତ ଗିରଫ କରିଛି କମିଶନରେଟ୍ ପୋଲିସ୍। ଭୁବନେଶ୍ୱର ଟଙ୍କପାଣି ରୋଡରେ ୬୦ ଗ୍ରାମ  ବ୍ରାଉନସୁଗାର ଜବତ କରିବା ସହ ଏହି ଦୁଇଜଣଙ୍କୁ ପୋଲିସ ଗିରଫ କରିଥିଲା। ଗିରଫ ଦୁଇଜଣ ହଳିଦିପଡିଆ ବସ୍ତି ବାସିନ୍ଦା ବୋଲି ଜଣାପଡିଛି।

giraf

Rakesh Mallick
  • Published: Monday, 13 July 2015
  • , Updated: 13 July 2015, 01:41 PM IST

Related story