ଭୁବନେଶ୍ୱର: ଦୁଇ ହାଇୱେ ଲୁଟେରା ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର କମିଶନରେଟ୍‌ ପୋଲିସ୍‌ ଆଜି ଦୁଇ ଜଣ ହାଇୱେ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ବାଇକ୍‌, ୩ଟି ବନ୍ଧୁକ ଓ ୧୦ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଛି। କିଛି ସପ୍ତାହ ତଳେ ଖଣ୍ଡଗିରି ଛକରୁ ଚୋରି ହୋଇଥିବା ଗୋଟିଏ ସ୍ପୋର୍ଟ୍ସ ବାଇକ୍‌କୁ ଲୁଟେରାମାନେ ଶୋ’ ରୁମ୍‌କୁ ମରାମତି ପାଇଁ ଆଣିଥିଲେ। ଏହି ସମୟରେ ଶୋ’ ରୁମ୍‌ କର୍ମଚାରୀଙ୍କ ମଧ୍ୟରେ ସନ୍ଦେହ ହେବାରୁ ଥାନାକୁ ଖବର ଦେଇଥିଲେ। ପୋଲିସ୍‌ ଶୋ’ ରୁମ୍‌ରେ ପହଞ୍ଚି ଲୁଟେରାମାନଙ୍କୁ […]

lootera

lootera

Rakesh Mallick
  • Published: Monday, 17 October 2016
  • Updated: 17 October 2016, 09:36 PM IST

Sports

Latest News

looteraଭୁବନେଶ୍ୱର: ଭୁବନେଶ୍ୱର କମିଶନରେଟ୍‌ ପୋଲିସ୍‌ ଆଜି ଦୁଇ ଜଣ ହାଇୱେ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ବାଇକ୍‌, ୩ଟି ବନ୍ଧୁକ ଓ ୧୦ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରାଯାଇଛି।

କିଛି ସପ୍ତାହ ତଳେ ଖଣ୍ଡଗିରି ଛକରୁ ଚୋରି ହୋଇଥିବା ଗୋଟିଏ ସ୍ପୋର୍ଟ୍ସ ବାଇକ୍‌କୁ ଲୁଟେରାମାନେ ଶୋ’ ରୁମ୍‌କୁ ମରାମତି ପାଇଁ ଆଣିଥିଲେ। ଏହି ସମୟରେ ଶୋ’ ରୁମ୍‌ କର୍ମଚାରୀଙ୍କ ମଧ୍ୟରେ ସନ୍ଦେହ ହେବାରୁ ଥାନାକୁ ଖବର ଦେଇଥିଲେ। ପୋଲିସ୍‌ ଶୋ’ ରୁମ୍‌ରେ ପହଞ୍ଚି ଲୁଟେରାମାନଙ୍କୁ କାବୁ କରିବା ସହିତ ସେମାନଙ୍କଠାରୁ ମାରଣାସ୍ତ୍ର ଜବତ କରିଥିଲା। ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟମାନଙ୍କୁ ଗିରଫ କରିବା ପାଇଁ ପୋଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

ଶୋ’ ରୁମ୍‌ କର୍ମଚାରୀ ପ୍ରଭାତ ରଞ୍ଜନ ମହାପାତ୍ର କହିଛନ୍ତି,“ଦୁଇ ଜଣ ଯୁବକ ବାଇକ୍‌ ସଜାଡ଼ିବାକୁ ଆସିଥିଲେ। ସେମାନଙ୍କ ପ୍ରତି ଆମର ସନ୍ଦେହ ହେବାରୁ ବାଇକ୍‌ର ଚେଚିସ୍‌ ନମ୍ୱରକୁ ଇନ୍‌ସ୍ୟୁରାନ୍ସ ସହିତ ମେଳାଇ ଥିଲୁ। ସେଥିରୁ ଜଣାପଡ଼ିଲା ଗାଡ଼ିଟି ଅନୁପ ପଟ୍ଟନାୟକଙ୍କ ନାଁରେ ଅଛି ଓ ୧୫ ଦିନ ତଳେ ଚୋରି ହୋଇଯାଥିବା ରିପୋର୍ଟ ହୋଇଛି। ଏ ନେଇ ଆମେ ଥାନାକୁ ଖବର ଦେଇଥିଲୁ।”

ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି,“ନୟାପଲ୍ଲୀ ଥାନା ପୋଲିସ୍‌ ଆଜି ଦୁଇ ଜଣ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ବହୁ ମାରଣାସ୍ତ୍ର ଓ ଗୋଟିଏ ବାଇକ୍‌ ଜବତ କରିଛି। ଜବତ ବାଇକ୍‌ଟି ଖୋର୍ଦ୍ଧା ଅଞ୍ଚଳରେ ହୋଇଥିବାରୁ ନିକଟସ୍ଥ ଥାନା ସହିତ ଯୋଗାଯୋଗ କରାଯାଉଛି। ଏମାନେ କେଉଁ କେଉଁ ଲୁଟ୍‌ ଘଟଣାର ସମ୍ପୃକ୍ତ ଅଛନ୍ତି ତାର ତଦନ୍ତ ଚାଲିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story