ଭୁବନେଶ୍ୱର ପ୍ରେସଛକ ଯୁବତୀ ଅପହରଣ ଅଭିଯୋଗ ମିଛ: ପୋଲିସ କମିଶନର

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ପ୍ରେସଛକ ହୋଇଥିବା ଯୁବତୀ ଅପହରଣ ଅଭିଯୋଗ ମିଛ ବୋଲି ପୋଲିସ କମିଶନର କହିଛନ୍ତି। କମିଶନରଙ୍କ କହିବା ଅନୁସାରେ ଏହି ବଙ୍ଗୀୟ ଯୁବତୀ ଜଣଙ୍କ ପେଶାଦାର ଜଣେ କଲ ଗାର୍ଲ। ତାଙ୍କୁ ଦଲାଲ ସୁନୀଲ ମେହର ଭୁବନେଶ୍ୱର ଆଣିଥିଲା। ତେବେ ସୁନୀଲଠାରୁ ବଟି ଆଦାୟ ଉଦ୍ଦେଶ୍ୟରେ ଆଉ ଏକ ଗୋଷ୍ଠୀ ତାଙ୍କୁ ନେଇଯାଇଥିଲା। ଦୁଇଦିନ ତଳେ ପ୍ରେସଛକରୁ ଜଣେ ଯୁବତୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଥାନାରେ ଅଭିଯୋଗ ହେବା ପରେ ଯୁବତୀଙ୍କୁ ଅଟକ ରଖିଥିବା […]

jubati

jubati

Rakesh Mallick
  • Published: Monday, 14 December 2015
  • Updated: 14 December 2015, 03:04 PM IST

Sports

Latest News

ଭୁବନେଶ୍ୱର: ଚନ୍ଦ୍ରଶେଖରପୁର ପ୍ରେସଛକ ହୋଇଥିବା ଯୁବତୀ ଅପହରଣ ଅଭିଯୋଗ ମିଛ ବୋଲି ପୋଲିସ କମିଶନର କହିଛନ୍ତି। କମିଶନରଙ୍କ କହିବା ଅନୁସାରେ ଏହି ବଙ୍ଗୀୟ ଯୁବତୀ ଜଣଙ୍କ ପେଶାଦାର ଜଣେ କଲ ଗାର୍ଲ। ତାଙ୍କୁ ଦଲାଲ ସୁନୀଲ ମେହର ଭୁବନେଶ୍ୱର ଆଣିଥିଲା। ତେବେ ସୁନୀଲଠାରୁ ବଟି ଆଦାୟ ଉଦ୍ଦେଶ୍ୟରେ ଆଉ ଏକ ଗୋଷ୍ଠୀ ତାଙ୍କୁ ନେଇଯାଇଥିଲା।

ଦୁଇଦିନ ତଳେ ପ୍ରେସଛକରୁ ଜଣେ ଯୁବତୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଥାନାରେ ଅଭିଯୋଗ ହେବା ପରେ ଯୁବତୀଙ୍କୁ ଅଟକ ରଖିଥିବା ଗୋଷ୍ଠୀ ତାଙ୍କୁ ଛାଡି ଦେଇଥିବା ପୋଲିସ କମିଶନର ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି। ତେବେ ଏହି ଘଟଣାରୁ ରାଜଧାନୀରେ ଏକ ବଡ ଧରଣର ଆନ୍ତରାଜ୍ୟ ସେକ୍ସ ରାକେଟ୍ ଚାଲିଥିବା ସୁରାକ ପାଇଛି ପୋଲିସ। ଯୁବତୀଙ୍କୁ ନେବା ପାଇଁ ବ୍ୟବହୃତ କାର ଜବତ କରାଯାଇଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଦଲାଲ ସୁନୀଲ ମେହେରକୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story