ଭୁବନେଶ୍ୱରରୁ ୩୦ ଲକ୍ଷ ଟଙ୍କା ଜବତ ଘଟଣା: ଅଟକ ସୁମନ୍ତଙ୍କୁ ଜେରା

ଭୁବନେଶ୍ୱର: ଭୁବନେଶ୍ୱର ସହିଦ୍‌ନଗର ଅଞ୍ଚଳରେ କାର ଭିତରୁ ଜବତ ୩୦ ଲକ୍ଷ ଟଙ୍କା ଲକ୍ଷ୍ମୀ ନାରାୟଣ ବେହେରାଙ୍କର ବୋଲି ଅଟକ ଥିବା ସୁମନ୍ତ ପ୍ରଧାନ ଆୟକର ବିଭାଗକୁ କହିଛି। ଏହାଛଡ଼ା ଆହୁରି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆୟକର ବିଭାଗ ସୁମନ୍ତଙ୍କଠାରୁ ପାଇଛି। ଅନ୍ୟତମ ଅଟକ ମମତା ବେହେରାଙ୍କୁ ଖୁବଶୀଘ୍ର ଜେରା କରାଯିବ ବୋଲି ଆୟକର ବିଭାଗ କହିଛି। ଗତକାଲି କମିଶନରେଟ୍‌ ପୋଲିସ୍‌ ସହିଦ୍‌ନଗର ଅଞ୍ଚଳରେ ଏକ କାର ଭିତରୁ ୩୦ ଲକ୍ଷ ଟଙ୍କା ଜବତ କରିଥିଲା। ଜବତ […]

note1

note1

Rakesh Mallick
  • Published: Sunday, 20 November 2016
  • Updated: 20 November 2016, 07:09 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ସହିଦ୍‌ନଗର ଅଞ୍ଚଳରେ କାର ଭିତରୁ ଜବତ ୩୦ ଲକ୍ଷ ଟଙ୍କା ଲକ୍ଷ୍ମୀ ନାରାୟଣ ବେହେରାଙ୍କର ବୋଲି ଅଟକ ଥିବା ସୁମନ୍ତ ପ୍ରଧାନ ଆୟକର ବିଭାଗକୁ କହିଛି। ଏହାଛଡ଼ା ଆହୁରି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆୟକର ବିଭାଗ ସୁମନ୍ତଙ୍କଠାରୁ ପାଇଛି। ଅନ୍ୟତମ ଅଟକ ମମତା ବେହେରାଙ୍କୁ ଖୁବଶୀଘ୍ର ଜେରା କରାଯିବ ବୋଲି ଆୟକର ବିଭାଗ କହିଛି।

ଗତକାଲି କମିଶନରେଟ୍‌ ପୋଲିସ୍‌ ସହିଦ୍‌ନଗର ଅଞ୍ଚଳରେ ଏକ କାର ଭିତରୁ ୩୦ ଲକ୍ଷ ଟଙ୍କା ଜବତ କରିଥିଲା। ଜବତ ଟଙ୍କାରେ ୨୭ ଲକ୍ଷ ଟଙ୍କାର ପୁରୁଣା ନୋଟ୍‌ ଓ ୩ ଲକ୍ଷ ଟଙ୍କାର ୨୦୦୦ ଟଙ୍କିଆ ନୋଟ୍‌ ବଣ୍ଡଲ ଥିଲା। ଏହି ଘଟଣାରେ ପୋଲିସ୍‌ ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳସା ଗାଁର ସୁମନ୍ତ ପ୍ରଧାନ ଓ ମମତା ବେହେରାଙ୍କୁ ଅଟକ ରଖିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos