ଭୁବନେଶ୍ୱର: ରିଜର୍ଭ ପୋଲିସ କ୍ୟାମ୍ପସରୁ ଏକ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଜୟଦେବବିହାର ସ୍ଥିତ ରିଜର୍ଭ ପୋଲିସ କ୍ୟାମ୍ପସରୁ ଏକ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିଙ୍କ ନାଁ ବିନୋଦ ସେନାପତି। ସେଠାରେ ସେ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ। ଶନିବାର ବିଳମ୍ୱିତ ରାତିରେ ବାରାକ୍ ପରିସରରେ ଥିବା ଏକ ବଉଳ ଗଛ ନିକଟରେ ବିନୋଦ ପଡ଼ିଥିବା ଅନ୍ୟମାନେ ଦେଖି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ୫୮ ବର୍ଷୀୟ ବିନୋଦଙ୍କ ଘର ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳରେ। ସେ ଜଣେ ରୋଗାକ୍ରାନ୍ତ […]

police

police

Rakesh Mallick
  • Published: Sunday, 13 December 2015
  • Updated: 13 December 2015, 05:52 PM IST

Sports

Latest News

ଭୁବନେଶ୍ୱର: ଜୟଦେବବିହାର ସ୍ଥିତ ରିଜର୍ଭ ପୋଲିସ କ୍ୟାମ୍ପସରୁ ଏକ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିଙ୍କ ନାଁ ବିନୋଦ ସେନାପତି। ସେଠାରେ ସେ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ। ଶନିବାର ବିଳମ୍ୱିତ ରାତିରେ ବାରାକ୍ ପରିସରରେ ଥିବା ଏକ ବଉଳ ଗଛ ନିକଟରେ ବିନୋଦ ପଡ଼ିଥିବା ଅନ୍ୟମାନେ ଦେଖି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

୫୮ ବର୍ଷୀୟ ବିନୋଦଙ୍କ ଘର ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳରେ। ସେ ଜଣେ ରୋଗାକ୍ରାନ୍ତ ବ୍ୟକ୍ତି ଥିଲେ ଓ ଗତ କିଛିଦିନ ହେବ ଅସହ୍ୟ ଯନ୍ତ୍ରଣା ହେଉଥିବା ତାଙ୍କ ପତ୍ନୀଙ୍କୁ କହିଥିଲେ। ତେବେ କାହିଁକି ଓ କେଉଁ ପରିସ୍ଥିତିରେ ବିନୋଦଙ୍କ ମୃତ୍ୟୁ ହେଲା, ତାହା ଅସ୍ପଷ୍ଟ ରହିଛି। ଏ ସଂକ୍ରାନ୍ତରେ ଭୁବନେଶ୍ୱର ଶହୀଦନଗର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପରିବାର ଲୋକେ ଆସିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ଏ ନେଇ ଅଧିକ ତଦନ୍ତ ଜାରି ରହିଥିବା ଭୁବନେଶ୍ୱର ଡିସିପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story