ଭୁବନେଶ୍ୱର: ବେଆଇନ ଡାଲି ଗଚ୍ଛିତ ଅଭିଯୋଗରେ ମନସ୍ୟା ଆସୋସିଏଟର ଗୋଦାମ ସିଲ୍, ତଦନ୍ତ କରୁଛି ଯୋଗାଣ ବିଭାଗ

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ସ୍ଥିତ ମନସ୍ୟା ଆସୋସିଏଟର ଡାଲି ଗୋଦାମରେ ଚଢ଼ାଉ ପରେ ତାକୁ ସିଲ୍ କରି ତଦନ୍ତ କରୁଛି ଯୋଗାଣ ବିଭାଗ। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଏହି ସୂଚନା ଦେଇ କହିଛନ୍ତି ଯେ, ଗୋଦାମ୍ ମାଲିକଙ୍କୁ ଏକ ଷ୍ଟକ ଲିମିଟ୍ ମଗାଯିବ। ଏହାପରେ ତଦନ୍ତ କରି ଅନିୟମିତତା ଥିବା ଜଣାପଡ଼ିଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଗତକାଲି ଏହି ଗୋଦାମରେ ଖାଦ୍ୟ ଓ ଯୋଗାଣ ବିଭାଗ ଚଢ଼ଉ କରିଥିଲା। […]

dali

dali

Rakesh Mallick
  • Published: Friday, 23 October 2015
  • Updated: 23 October 2015, 11:49 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ମଞ୍ଚେଶ୍ୱର ସ୍ଥିତ ମନସ୍ୟା ଆସୋସିଏଟର ଡାଲି ଗୋଦାମରେ ଚଢ଼ାଉ ପରେ ତାକୁ ସିଲ୍ କରି ତଦନ୍ତ କରୁଛି ଯୋଗାଣ ବିଭାଗ। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଏହି ସୂଚନା ଦେଇ କହିଛନ୍ତି ଯେ, ଗୋଦାମ୍ ମାଲିକଙ୍କୁ ଏକ ଷ୍ଟକ ଲିମିଟ୍ ମଗାଯିବ। ଏହାପରେ ତଦନ୍ତ କରି ଅନିୟମିତତା ଥିବା ଜଣାପଡ଼ିଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଗତକାଲି ଏହି ଗୋଦାମରେ ଖାଦ୍ୟ ଓ ଯୋଗାଣ ବିଭାଗ ଚଢ଼ଉ କରିଥିଲା। ଏହି ସମୟରେ ଗୋଦାମରେ ଗଚ୍ଛିତ ଥିଲା ୧୮ଶହ ୭କୁଇଣ୍ଟାଲ୍ ଡାଲି। ବେଆଇନ୍ ଭାବେ ଏସବୁ ଡାଲିକୁ ମହଜୁଦ୍ ରଖିଥିବା ଅଭିଯୋଗରେ ଏଡିଏମ୍ ଓ ପୋଲିସ୍ ଉପସ୍ଥିତିରେ ଏଠାରେ ଚଢ଼ଉ କରାଯାଇଥିଲା। ସରକାରୀ ନିୟମ ଅନୁସାରେ ଗୋଦାମରେ ୭୫୦କୁଇଣ୍ଟାଲ ଡାଲି ଜାତୀୟ ଶସ୍ୟ ମହଜୁଦ୍ ରଖାଯାଇପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos