ଭୁବନେଶ୍ୱରରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘର ଓ ବାଲେଶ୍ୱରରେ ୨ଟି ଗୋଦାମରେ ଯୋଗାଣ ବିଭାଗ ଚଢାଉ, ବିପୁଳ ପରିମାଣର ଡାଲି ଜବତ

ଭୁବନେଶ୍ୱର/ବାଲେଶ୍ୱର: ଆଜି ଯୋଗାଣ ବିଭାଗ ପକ୍ଷରୁ ଭୁବନେଶ୍ୱର ଓ ବାଲେଶ୍ୱରରେ ଚଢାଉ କରାଯାଇ ବିପୁଳ ପରିମାଣର ଡାଲି ଜବତ କରାଯାଇଛି । ଭୁବନେଶ୍ୱରର ଡୁମୁଡୁମା ସ୍ଥିତ ଫେଜ୍-୧ ପ୍ଲଟ ନମ୍ୱର ୨୭୩ରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରେ ଚଢ଼ାଉ କରି ଯୋଗାଣ ବିଭାଗ ପକ୍ଷରୁ ୧୭୦ ବସ୍ତା  ଡ଼ାଲି  ଜବତ କରାଯାଇଛି। ଏଥିରେ ୮୦ ବସ୍ତା ହରଡ ଓ ୯୦ ବସ୍ତା ମସୁର ଡ଼ାଲି ରହିଛି। କିଛିଦିନ ହେବ ସାରା ଦେଶରେ ଡାଲି ଦର ବଢି ଚାଲିଥିବା ବେଳେ ଏହା […]

dali-8

dali-8

Rakesh Mallick
  • Published: Sunday, 25 October 2015
  • Updated: 25 October 2015, 09:17 AM IST

Sports

Latest News

ଭୁବନେଶ୍ୱର/ବାଲେଶ୍ୱର: ଆଜି ଯୋଗାଣ ବିଭାଗ ପକ୍ଷରୁ ଭୁବନେଶ୍ୱର ଓ ବାଲେଶ୍ୱରରେ ଚଢାଉ କରାଯାଇ ବିପୁଳ ପରିମାଣର ଡାଲି ଜବତ କରାଯାଇଛି । ଭୁବନେଶ୍ୱରର ଡୁମୁଡୁମା ସ୍ଥିତ ଫେଜ୍-୧ ପ୍ଲଟ ନମ୍ୱର ୨୭୩ରେ ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରେ ଚଢ଼ାଉ କରି ଯୋଗାଣ ବିଭାଗ ପକ୍ଷରୁ ୧୭୦ ବସ୍ତା  ଡ଼ାଲି  ଜବତ କରାଯାଇଛି। ଏଥିରେ ୮୦ ବସ୍ତା ହରଡ ଓ ୯୦ ବସ୍ତା ମସୁର ଡ଼ାଲି ରହିଛି। କିଛିଦିନ ହେବ ସାରା ଦେଶରେ ଡାଲି ଦର ବଢି ଚାଲିଥିବା ବେଳେ ଏହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏପରି ସ୍ଥିତିରେ ଅବସରପ୍ରାପ୍ତ ଶିକ୍ଷକ ଜଣଙ୍କ କାହିଁକି ଏତେ ପରିମାଣରେ ତାହାକୁ ନେଇ ପ୍ରଶ୍ନ ଉଠୁଛି । ଡାଲି କଳାବଜାର କରିବା ଉଦ୍ଦେଶ୍ୟରେ ଏତେ ପରିମାଣର ଡାଲି ଗଚ୍ଛିତ କରି ରଖାଯାଇଥିବା ଅଭିଯୋଗ ହୋଇଛି । ତେବେ କଳାବଜାର ନୁହେଁ ବ୍ୟବସାୟ ଲାଗି ଡାଲି ରଖିଥିବା ଅବସରପ୍ରାପ୍ତ ଶିକ୍ଷକ ଜଣଙ୍କ କହିଛନ୍ତି ।

ସେପଟେ ବାଲେଶ୍ୱର ଜିଲ୍ଲାରେ ଆଜି ୨ଟି ସ୍ଥାନ ଶୁଭଚରଣ ସୀତାରାମ ଓ ରାଧାକୃଷ୍ଣ ଡାଲି ଗୋଦାମରେ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ମୋତିଗଞ୍ଜ ଶୁଭଚରଣ ସୀତାରାମ ଗୋଦାମରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏକ ୬ଜଣିଆ ଟିମ୍ ଚଢାଉ କରିଛନ୍ତି । ଯାଞ୍ଚ ବେଳେ ଗୋଦାମରେ ୪୫୬ କୁଇଣ୍ଡାଲ ମୁଗ, ୬୮୧ କୁଇଣ୍ଟାଲ ହରଡ଼, ୩ଶହ କୁଇଣ୍ଟାଲ ମସୁର, ୯୬୦ କୁଇଣ୍ଟାଲ ବିରି ଓ ୬୩୧ କୁଇଣ୍ଟାଲ୍ ମଟର ଡାଲି ରହିଥିବା ସୂଚନା ମିଳିଛି। ତେବେ ଗୋଦାମର ରେକର୍ଡ ଯାଞ୍ଚ ଚାଲିଛି। ସାହିପରି ରାଧାକୃଷ୍ଣ ଗୋଦାମରେ ମଧ୍ୟ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story