ଭୁବନେଶ୍ୱର: ୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ଅଞ୍ଚଳରୁ ଗତକାଲି କମିଶନରେଟ୍ ପୋଲିସର କୁଇକ୍‌ ଆକ୍ସନ ଟିମ୍‌  ପ୍ରାୟ ୨୫୦ ଗ୍ରାମ ବ୍ରାଉନ ଜବତ କରିଛି। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ। ଘଟଣାରେ ବନମାଳୀ ଜେନା ନାମକ ଜଣେ ହୋଲସେଲରକୁ ଗିରଫ କରାଯାଇଛି। ବନମାଳୀ ବାଲେଶ୍ୱର ଅଞ୍ଚଳରୁ  ବ୍ରାଉନସୁଗାର ଆଣି ବିଭିନ୍ନ ଛୋଟ ବେପାରୀଙ୍କ ବିକ୍ରି କରିଥାଏ। ତା’  ବିରୋଧରେ  ୧୩ଟି ମାମଲା ରହିଛି। ବ୍ରାଉନସୁଗାର କାରବାର ଅଭିଯୋଗରେ ଏ ପର୍ଯ୍ୟନ୍ତ କମିଶନରେଟ ପୋଲିସ୍ […]

bhubanswer

Rakesh Mallick
  • Published: Wednesday, 22 June 2016
  • , Updated: 23 June 2016, 03:33 PM IST

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ଅଞ୍ଚଳରୁ ଗତକାଲି କମିଶନରେଟ୍ ପୋଲିସର କୁଇକ୍‌ ଆକ୍ସନ ଟିମ୍‌  ପ୍ରାୟ ୨୫୦ ଗ୍ରାମ ବ୍ରାଉନ ଜବତ କରିଛି। ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ। ଘଟଣାରେ ବନମାଳୀ ଜେନା ନାମକ ଜଣେ ହୋଲସେଲରକୁ ଗିରଫ କରାଯାଇଛି।

ବନମାଳୀ ବାଲେଶ୍ୱର ଅଞ୍ଚଳରୁ  ବ୍ରାଉନସୁଗାର ଆଣି ବିଭିନ୍ନ ଛୋଟ ବେପାରୀଙ୍କ ବିକ୍ରି କରିଥାଏ। ତା’  ବିରୋଧରେ  ୧୩ଟି ମାମଲା ରହିଛି।

ବ୍ରାଉନସୁଗାର କାରବାର ଅଭିଯୋଗରେ ଏ ପର୍ଯ୍ୟନ୍ତ କମିଶନରେଟ ପୋଲିସ୍ ୧୮ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିସାରିଲାଣି।

Related story